ଯେତେବେଳେ ମଧ୍ୟ ପରମେଶ୍ୱରଙ୍କ ମହାନ କାର୍ଯ୍ୟ ହୁଏ, ତେବେ ନିସ୍ତାର ପର୍ବ ପ୍ରକଟ ହୁଏ ।
ପରମେଶ୍ୱର ଇସ୍ରାଏଲମାନଙ୍କୁ ବିପତ୍ତିରୁ ଉଦ୍ଧାର କରିବା ପାଇଁ ଓ ମିସରରୁ
ମୁକ୍ତ କରିବା ପାଇଁ ନିସ୍ତାର ପର୍ବ ପାଳନ କରିବାକୁ ଆଜ୍ଞା ଦେଲେ, ଆଉ ପରମେଶ୍ୱର ସେମାନଙ୍କୁ
କିଣାନ ଦେଶରେ ପ୍ରବେଶ କରିବାର ଠିକ୍ ପୂର୍ବେ ମଧ୍ୟ ତାହା ପାଳନ କରିବାକୁ କହିଲେ ।
ଏହି ଦିନଗୁଡ଼ିକରେ ମଧ୍ୟ, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଅନ୍ତିମ ଦିନରେ ଯେତେବେଳେ ସେ
ଅଗ୍ନି ଦ୍ୱାରା ବିଚାର କରିବେ, ଆମ୍ଭମାନଙ୍କୁ ରକ୍ଷା କରିବା ପାଇଁ ନିସ୍ତାର ପର୍ବ ପାଳନ କରିବାକୁ ଆଜ୍ଞା ଦେଲେ ।
ପିତା ପରମେଶ୍ୱର ଓ ମାତା ପରମେଶ୍ୱର ଆମ୍ଭମାନଙ୍କୁ ରକ୍ଷା କରିବା ପାଇଁ ନିସ୍ତାର ପର୍ବ
ପାଳନ କରିବାକୁ ଆଜ୍ଞା ଦେଇଛନ୍ତି । ଯେଉଁ ଲୋକମାନେ ପରମେଶ୍ୱରଙ୍କ ବାକ୍ୟ ଉପରେ ବିଶ୍ୱାସ କରନ୍ତି ନାହିଁ,
ସେମାନେ ଭବିଷ୍ୟତରେ ଅସହାୟ ହୋଇ ଏକ ନିରାଶଜନକ ଭବିଷ୍ୟତର ସାମ୍ନା କରନ୍ତି ।
“ଆମ୍ଭେ ଶେଷ ବିଷୟ ଆଦିଠାରୁ ପ୍ରକାଶ କରୁ, ପୁଣି ଯାହା ସାଧିତ ହୋଇ ନାହିଁ,
ତାହା ପ୍ରାଚୀନ କାଳରୁ ଜଣାଉ, ଆଉ କହୁ, ଆମ୍ଭର ମନ୍ତ୍ରଣା ସ୍ଥିର ହେବ
ଓ ଆମ୍ଭେ ଆପଣାର ସକଳ ମନୋରଥ ସିଦ୍ଧ କରିବା;” ଯିଶାଇୟ ୪୬:୧୦
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି