ଏହି ପୃଥିବୀରେ ଜନ୍ମ ହୋଇଥିବା ସମସ୍ତ ଲୋକଙ୍କୁ ମରିବା ନିଯୁକ୍ତ ଅଛି,
ଏବଂ ସେମାନଙ୍କୁ ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ଯେଉଁମାନେ ଚିରଦିନ ପାଇଁ ବଞ୍ଚନ୍ତି,
ମୃତ୍ୟୁ ପରେ ଜୀବନ ପାଇଁ ପ୍ରସ୍ତୁତି କରିବା ଉଚିତ୍ ।
ନିସ୍ତାର ପର୍ବ ପାଳନ କରିଥିବା ଇସ୍ରାଏଲୀୟମାନେ ୩,୫୦୦ ବର୍ଷ ପୂର୍ବେ ମିସରର ଦାସତ୍ୱରୁ ମୁକ୍ତ ହୋଇଥିଲେ,
କିନ୍ତୁ ଯେଉଁମାନେ ଏହାକୁ ପାଳନ କଲେ ନାହିଁ ସେମାନଙ୍କୁ ବିପତ୍ତିର ସାମ୍ନା କରିବାକୁ ପଡ଼ିଲା ।
ଆଜି ମଧ୍ୟ ଏପରି ହିଁ । ଆମ୍ଭମାନଙ୍କ ଏଲୋହୀମ ପରମେଶ୍ୱର, ଖ୍ରୀଷ୍ଟ ଆନ୍ ସାଙ୍ଗ ହୋଙ୍ଗ୍
ଏବଂ ମାତା ପରମେଶ୍ୱର, ଲୋକଙ୍କୁ କହୁଛନ୍ତି ଯେ ସେମାନେ ନୂତନ ନିୟମ ନିସ୍ତାର ପର୍ବକୁ
ବିନା ବିଫଳରେ ପାଳନ କରନ୍ତୁ କାରଣ ସେମାନେ ନିସ୍ତାର ପର୍ବ ଦ୍ୱାରା ସେମାନଙ୍କୁ ବିପତ୍ତିରୁ ରକ୍ଷା କରିବାକୁ ଚାହୁଁଛନ୍ତି
ଏବଂ ସ୍ୱର୍ଗର ଆଶୀର୍ବାଦ ମଧ୍ୟ ଦେବାକୁ ଚାହୁଁଛନ୍ତି ।
ବର୍ତ୍ତମାନ ସାରା ବିଶ୍ୱରେ ମହାମାରୀ ଏବଂ ରୋଗ ବ୍ୟାପିଛି ।
ନୂତନ ନିୟମର ନିସ୍ତାର ପର୍ବ ହେଉଛି ଏକମାତ୍ର ସତ୍ୟ ଯାହା ଜଗତକୁ ରକ୍ଷା କରିପାରିବ ।
ତୁମ୍ଭ ପାର୍ଶ୍ଵରେ ସହସ୍ର ଓ ତୁମ୍ଭ ଦକ୍ଷିଣ ପାଖରେ ଅୟୁତ ଲୋକ ପଡ଼ିବେ;
ମାତ୍ର ତାହା ତୁମ୍ଭ କତିକି ଆସିବ ନାହିଁ । ଗୀତସଂହିତା ୯୧:୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି