ନୀନିବୀର ୧,୨୦,୦୦୦ ଲୋକମାନେ, ଯେଉଁମାନେ ଆପଣା ଦକ୍ଷିଣ ଓ ବାମ ହସ୍ତର
ପ୍ରଭେଦ ଜାଣୁ ନ ଥିଲେ, ଯୂନସଙ୍କ କଥା ଶୁଣିଲେ ଯେତେବେଳେ ସେ ପରମେଶ୍ୱରଙ୍କ
ଆଜ୍ଞା ଅନୁସାରେ ସେମାନଙ୍କୁ ପ୍ରଚାର କଲା । ଆଉ ସେମାନେ ସମସ୍ତେ ଅନୁତାପ କଲେ ।
ଏହି ଯୁଗରେ ମଧ୍ୟ, ଆମ୍ଭମାନଙ୍କୁ ନୂତନ ନିୟମର ନିସ୍ତାର ପର୍ବ ଯାହା ଉଦ୍ଧାର ଓ
ପାପ କ୍ଷମାର ସତ୍ୟ ସମସ୍ତ ଲୋକଙ୍କୁ ପ୍ରଚାର କରିବା ଉଚିତ୍
ଯେଉଁମାନେ ପରମେଶ୍ୱରଙ୍କ ବ୍ୟବସ୍ଥାକୁ ବୁଝିପାରନ୍ତି ନାହିଁ ।
ଯେମିତି ମୋଶାଙ୍କ ସମୟରେ ଯେଉଁ ସମସ୍ତ ଗୃହର ଦ୍ୱାରରେ ନିସ୍ତାର ପର୍ବର ରକ୍ତ ଥିଲା,
ବିପତ୍ତିରୁ ଉଦ୍ଧାର କରାଯାଇଥିଲେ, ଠିକ୍ ସେମିତି ହିଁ ନୂତନରେ ଯେଉଁ ଲୋକମାନେ ନିସ୍ତାର ପର୍ବର
ମେଷଶାବକ ରୂପରେ ଆସିଥିବା ଯୀଶୁ ଖ୍ରୀଷ୍ଟଙ୍କ ମାଂସ ଓ ରକ୍ତରେ
ନିସ୍ତାର ପର୍ବର ରୋଟୀ ଓ ଦ୍ରାକ୍ଷାରସ ଦ୍ୱାରା ସହଭାଗୀ ହୁଅନ୍ତି,
ସେମାନେ ଉଦ୍ଧାରର ମୁଦ୍ରା ପ୍ରାପ୍ତ କରିପାରିବେ ।
ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ନୂତନ ନିୟମର ନିସ୍ତାର ପର୍ବର ସାକ୍ଷ୍ୟ ଦେଲେ ।
ସେ ପରମେଶ୍ୱର ଅଟନ୍ତି ଯେ ଅନ୍ତିମ ଦିନରେ ବାଇବଲର ଭବିଷ୍ୟବାଣୀ ଅନୁସାରେ
ମାନବ ଜାତିଙ୍କ ପାପକୁ କ୍ଷମା କରିବା ପାଇଁ ପୁନର୍ବାର ଆସିଛନ୍ତି ।
ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ସମୟରେ ଆମ୍ଭେ ଇସ୍ରାଏଲ ବଂଶ
ଓ ଯିହୁଦା ବଂଶ ସହିତ ଏକ ନୂତନ ନିୟମ ସ୍ଥାପନ କରିବା, ଏପରି ସମୟ ଆସୁଅଛି...
ଯେହେତୁ ଆମ୍ଭେ ସେମାନଙ୍କର ଅପରାଧ କ୍ଷମା କରିବା
ଓ ସେମାନଙ୍କର ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ ।” ଯିରିମୀୟ ୩୧:୩୧−୩୪
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି