ଆମ୍ଭେ ଯାହା ହରେଇଅଛୁ ତାହା ଖୋଜିବା ପାଇଁ ଆମ୍ଭକୁ ସେହି ସ୍ଥାନକୁ ଯିବା ଉଚିତ୍
ଯେଉଁଠି ଆମ୍ଭେ ତାହା ହରେଇଥିଲୁ । ସେହି ପ୍ରକାର, ଯଦି ଲୋକମାନେ ପରିତ୍ରାଣ ଓ ପାପକ୍ଷମା ପ୍ରାପ୍ତ କରିବାକୁ ଚାହାନ୍ତି,
ସେମାନଙ୍କୁ ସିୟୋନର ଅନ୍ୱେଷଣ କରିବାର ଆବଶ୍ୟକତା ଅଛି ଯେଉଁଠି ପରମେଶ୍ୱରଙ୍କ ପର୍ବ ପାଳନ କରାଯାଏ,
କରାଣ ପରମେଶ୍ୱର ସେଠାରେ ପରିତ୍ରାଣର ପ୍ରତିଜ୍ଞା କରିଛନ୍ତି ।
ଏହା କେବଳ ବିଶ୍ୱ ମିଶନ୍ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍ ଅଟେ ଯେଉଁଠି ବାଇବଲରେ ଲିଖିତ
ନୂତନ ନିୟମର ତିନି ଥରରେ ସାତ ପର୍ବକୁ ସମ୍ପୂର୍ଣ୍ଣ ରୂପେ ପାଳନ କରାଯାଏ ।
ଆମ୍ଭମାନଙ୍କର ପବିତ୍ର ସଭାସ୍ଥାନ ସିୟୋନ ନଗର ପ୍ରତି ଦୃଷ୍ଟି କର;
ତୁମ୍ଭର ଚକ୍ଷୁ ଶାନ୍ତିମୟ ବସତି-ସ୍ଥାନ ଯିରୂଶାଲମକୁ ଦେଖିବ, ତାହା ଅଟଳ ତମ୍ଵୁ ସ୍ଵରୂପ...
ମାତ୍ର ସେଠାରେ ସଦାପ୍ରଭୁ ପ୍ରତାପରେ ଆମ୍ଭମାନଙ୍କର ସହବର୍ତ୍ତୀ ହେବେ...
ସଦାପ୍ରଭୁ ଆମ୍ଭମାନଙ୍କର ରାଜା, ସେ ଆମ୍ଭମାନଙ୍କର ପରିତ୍ରାଣ କରିବେ ।
ଯିଶାଇୟ ୩୩:୨୦-୨୨
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି