ସମସ୍ତ ଲୋକଙ୍କ ଭାଗ୍ୟ ଏବଂ ଦୁର୍ଭାଗ୍ୟ, ଜୀବନ ଏବଂ ମୃତ୍ୟୁ, ଆକାଶ, ପୃଥିବୀ ଏବଂ ସେଥିରେ ଥିବା ସମସ୍ତ ବିଷୟ ଉପରେ ଶାସନ କରିବାର ପରମେଶ୍ବରଙ୍କର ଅଧିକାର ଅଛି । ଯଦି ଆମେ ପରମେଶ୍ବରଙ୍କୁ ଆମ୍ଭର ଶକ୍ତି ବୋଲି ଭାବିବା ପରିବର୍ତ୍ତେ ସାଂସାରିକ ଶକ୍ତି, ବସ୍ତୁବାଦୀ ସମ୍ପତ୍ତି ଏବଂ ଜ୍ଞାନ ଉପରେ ନିର୍ଭର କରୁ, ତେବେ ଆମ୍ଭେ ବିନଷ୍ଟ ହେବା ଯେମିତି ଶମିରୋଣର ରାଜା ବାଲ ଦେବତା ଉପରେ ନିର୍ଭର ହୋଇ ମୃତ୍ୱୁ ବରଣ କରିଥିଲେ, ଯେବେ ସେ ଆହତ ଥିଲେ ।
ଯେପରି ଦାଉଦ, ହବକ୍କୂକ୍ ଏବଂ ଯିଖରୀୟ ପରି ବିଶ୍ୱାସର ପୂର୍ବପୁରୁଷମାନେ ପରମେଶ୍ବରଙ୍କୁ ଆପଣା ଶକ୍ତି ଭାବରେ ନିର୍ଭର କରି ଏବଂ ସବୁ ପରିସ୍ଥିତିରେ ପରମେଶ୍ୱରଙ୍କ ଉପରେ ନିର୍ଭର କରି ବାଧାବିଘ୍ନକୁ ଅତିକ୍ରମ କରିଥିଲେ, ସେହିପରି ପରମେଶ୍ୱରଙ୍କ ଚର୍ଚ୍ଚର ସଦସ୍ୟ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ଉପରେ ନିର୍ଭର ହୋଇ ବିଜୟର ସୁସମାଚାରର ପଥ ଅନୁସରଣ କରୁଥାଇ ବିଶ୍ୱାସର ଏକ ଆନନ୍ଦ ଏବଂ ସୁଖମୟ ଜୀବନଯାପନ କରୁଛନ୍ତି ।
ତଥାପି ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି । ମୁଁ ଆପଣା ତ୍ରାଣର ପରମେଶ୍ଵରଙ୍କଠାରେ ଉଲ୍ଲାସ କରିବି । ପ୍ରଭୁ ସଦାପ୍ରଭୁ ମୋର ବଳସ୍ଵରୂପ ଓ ସେ ମୋର ଚରଣ ହରିଣୀର ଚରଣ ସଦୃଶ କରନ୍ତି, ପୁଣି ମୋର ଉଚ୍ଚସ୍ଥଳୀରେ ମୋତେ ଗମନ କରାଇବେ । ମୋର ତାରଯୁକ୍ତ ଯନ୍ତ୍ରରେ ପ୍ରଧାନ ବାଦ୍ୟକର ନିମନ୍ତେ ।
ହବକ୍କୂକ୍ ୩:୧୮-୧୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି