କାନ୍ନାର ବିବାହ ଭୋଜରେ ଯୀଶୁ ଦ୍ୱାରା ଦିଆଯାଇଥିବା ଦୂତ-କାର୍ଯ୍ୟ କରିଥିବା ସେବକମାନଙ୍କୁ,
ଏବଂ ପିତରଙ୍କୁ ଯେ ଯୀଶୁଙ୍କ ଆଜ୍ଞା ପାଳନ କରୁଥାଇ ସେହି ସ୍ଥାନକୁ ଯେଉଁଠି ମାଛ ନଥିଲା
ପୁଣି ଥରେ ଆପଣା ଜାଲ ପକାଇଲେ, ଏବଂ ନାମାନ୍ ଙ୍କୁ ଯେ ଯର୍ଦ୍ଦନ ନଦୀରେ ଆପଣା କୁଷ୍ଠରୁ ସୁସ୍ଥ ହୋଇଥିଲେ
ଦେଖଇଥିବା ଚମତ୍କାର, ସମସ୍ତ ପରମେଶ୍ୱରଙ୍କ କାର୍ଯ୍ୟକୁ ପୂରା କରିବା ଦ୍ୱାରା କରାଯାଇଥିଲା ।
ପବିତ୍ର ଆତ୍ମାଙ୍କ ଯୁଗରେ, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ ନେତୃତ୍ୱରେ
ଚର୍ଚ୍ଚ ଅଫ୍ ଗଡ୍ ସଚ୍ଚୋଟତାରେ ପରମେଶ୍ୱରଙ୍କ ଦୂତ-କାର୍ଯ୍ୟର “ସାରା ସଂସାରରେ ବାକ୍ୟ ପ୍ରଚାର କର”
ପୂରା କରୁଥାଇ ସୁସମାଚାରର ଅଦ୍ଭୁତ ପରିଣାମ ଗୁଡ଼ିକୁ ପୂରା କରୁଅଛି ।
ମୁଁ ଈଶ୍ଵରଙ୍କ ସାକ୍ଷାତରେ, ଆଉ ଯେଉଁ ଖ୍ରୀଷ୍ଟ ଯୀଶୁ ଜୀବିତ ଓ
ମୃତ ଉଭୟଙ୍କର ବିଚାର କରିବାକୁ ଯାଉଅଛନ୍ତି, ତାହାଙ୍କ ସାକ୍ଷାତରେ,
ପୁଣି ତାହାଙ୍କ ପୁନରାଗମନ ଓ ରାଜ୍ୟର ଶପଥ ଦେଇ ତୁମ୍ଭକୁ ଦୃଢ଼ ଆଜ୍ଞା ଦେଉଅଛି,
ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍ଯୋଗୀ ହୁଅ,
ପୂର୍ଣ୍ଣ ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର,
ପୁଣି ଧମକ ଓ ଉତ୍ସାହ ଦାନ କର ।
୨ତୀମଥି ୪:୧-୨
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି