ଯେବେ ଆମ୍ଭେ ନ୍ୟାୟ କରିବା ପାଇଁ କିଛି କିଛି ଅସୁବିଧାର ସମ୍ମୁଖିନ କରିଥାଉ,
ତେବେ ଆମ୍ଭେ ନ୍ୟାୟର ସିଂହାସନ, ସ୍ୱର୍ଗୀୟ ମାତାଙ୍କ ପାଖକୁ ଆସିବା ଆବଶ୍ୟକ
ଯାହାଙ୍କ ବିଷୟରେ ବାଇବଲ ସାକ୍ଷ୍ୟ ଦେଇଥାଏ ।
ଆମ୍ଭେ ନିଜେ ସ୍ୱର୍ଗର ପଥକୁ ନର୍କରୁ ଭିନ୍ନ କରିପାରିବା ନାହିଁ,
ଏଥିପାଇଁ ଆମ୍ଭମାନଙ୍କୁ ସତ୍ୟ ପରମେଶ୍ୱରଙ୍କ ସହିତ ସାକ୍ଷାତ କରିବା ଉଚିତ୍ ଏବଂ ତାହାଙ୍କ ଇଚ୍ଛାର ପାଳନ କରିବା ଉଚିତ୍,
ଯେମତି ଗିଦିୟୋନ ସବୁ ପରିସ୍ଥିତିରେ ପରମେଶ୍ୱରଙ୍କ ନିସ୍ପତ୍ତିର ପାଳନ କରି ଆଶୀର୍ବାଦ ପ୍ରାପ୍ତ କଲେ ।
ଯେହେତୁ ସଦାପ୍ରଭୁ କହନ୍ତି, ଆମ୍ଭର ସଂକଳ୍ପସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ, କିଅବା ତୁମ୍ଭମାନଙ୍କର ମାର୍ଗସକଳ ଆମ୍ଭର ମାର୍ଗ ପରି ନୁହେଁ । କାରଣ ପୃଥିବୀ ଅପେକ୍ଷା ଆକାଶମଣ୍ତଳ ଯେପରି ଉଚ୍ଚ, ସେପରି ଆମ୍ଭର ମାର୍ଗସକଳ ତୁମ୍ଭମାନଙ୍କର ମାର୍ଗ ଅପେକ୍ଷା ଓ ଆମ୍ଭର ସଂକଳ୍ପ ସକଳ ତୁମ୍ଭମାନଙ୍କ ସଂକଳ୍ପ ଅପେକ୍ଷା ଉଚ୍ଚତର ଅଟେ । ଯିଶାଇୟ ୫୫:୮-୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି