ଲୋକମାନେ ଏହି ପୃଥିବୀରେ ସେମାନଙ୍କୁ ଦିଆଯାଇଥିବା ଭୂମିକାକୁ ପୂରା କରୁଥାଇ ଜୀବନ ଯାପନ କରୁଛନ୍ତି ।
କିନ୍ତୁ, ଯେତେବେଳେ ସେମାନଙ୍କୁ ପରମେଶ୍ୱରଙ୍କ ଦ୍ୱାରା ଫେରି ଆସିବା ନିମନ୍ତେ ଡକାଯାଉଅଛି,
ତେବେ ସେମାନେ ଆତ୍ମିକ ଦୁନିଆ ଅର୍ଥାତ୍ ଆମ୍ଭମାନଙ୍କ ମୂଳ ଦୁନିଆରେ ଫେରାଇ ନେଉଛନ୍ତି ।
ଏଥିପାଇଁ, ଯୀଶୁ ଆମ୍ଭମାନଙ୍କୁ ହଠାତ୍ ଡାକିବା ସ୍ୱତ୍ତେ ମଧ୍ୟ
ସବୁକିଛି ପ୍ରସ୍ତୁତ କରିବା ଓ ବୁଦ୍ଧିମାନ ବ୍ୟକ୍ତି ହେବା ନିମନ୍ତେ ଶିକ୍ଷା ଦେଲେ
ଯାହାଦ୍ୱାରା ଯେତେବେଳେ ଏହା ହୁଏ ତେବେ ଆମ୍ଭେ ଆଶ୍ଚର୍ଯ୍ୟ ହେବା ନାହିଁ ।
ଯୀଶୁ ମାନବ ଜାତିଙ୍କ ଉଦ୍ଧାର ନିମନ୍ତେ କ୍ରୁଶ ଉଠାଇଲେ,
ଆଉ ପରମେଶ୍ୱର ଆନ୍ ସାଙ୍ଗ୍ ହୋଙ୍ଗ୍ ସେହି ଲୋକମାନଙ୍କୁ ରକ୍ଷା କରିବା ପାଇଁ ଦ୍ୱିତୀୟ ଥର ଆସିଲେ,
ଆଉ ଅନନ୍ତ ଜୀବନର ସତ୍ୟ ନିସ୍ତାର ପର୍ବ ଶିଖାଇଲେ ।
...ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେମାତ୍ର
ଉତ୍ସର୍ଗୀକୃତ ହୋଇ ଦ୍ଵିତୀୟ ଥର ପାପ ସକାଶେ ନୁହେଁ, ବରଂ ଯେଉଁମାନେ
ତାହାଙ୍କ ଅପେକ୍ଷାରେ ଅଛନ୍ତି , ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ । ଏବ୍ରୀ ୯:୨୭-୨୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି