ବାରଜଣ ଶିଷ୍ୟମାନଙ୍କ ମଧ୍ୟରୁ, ଈଷ୍କରିୟୋଥ ଯିହୁଦାକୁ ଆକାଉଣ୍ଟିଂ ମାମଲାକୁ ସମର୍ପଣ କରାଯିବା ନିମନ୍ତେ
ବିଶ୍ୱାସଯୋଗ୍ୟ ବିବେଚିତ କରାଗଲା । କିନ୍ତୁ, ଯେବେ ସେ ଯୀଶୁଙ୍କ ବିଚାର ଆପଣା ଶାରୀରିକ
ବିଚାର ଅନୁସାରେ କଲା, ତେବେ ସେ ଉଦ୍ଧାର ପ୍ରାପ୍ତ କରିବାରେ ବିଫଳ ରହିଲା ।
ଏହା ଆମ୍ଭମାନଙ୍କୁ ଦେଖାଇଥାଏ କି ଯେଉଁମାନେ ଏହି ପୃଥିବୀରେ ରହୁଥାଇ ନିର୍ମାଣ କରାଯାଇଥିବା ଆପଣା ଅନୁଭବ
ଏବଂ ଅଭ୍ୟାସ ଗୁଡ଼ିକର ଆଧାରରେ ସ୍ୱର୍ଗୀୟ ବସ୍ତୁଗୁଡ଼ିକର ବୁଝିବାକୁ ଚେଷ୍ଟା କରନ୍ତି,
ସେମାନେ ଆତ୍ମିକ ବସ୍ତୁଗୁଡ଼ିକୁ ବୁଝିବା ଓ ଉଦ୍ଧାର ପ୍ରାପ୍ତ କରିବାରେ ବିଫଳ ହେବେ ।
ଯେମିତି ଯୀଶୁ, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍, ଓ ମାତା ପରମେଶ୍ୱର ଉଦାହରଣ ସ୍ଥାପିତ କଲେ,
ଯେବେ ଆମ୍ଭେ ଆତ୍ମିକ ବିଷୟ ଆତ୍ମିକ ସତ୍ୟ ସହିତ ଶୁଣାଇଥାଉ
ଆଉ ଆପଣ କ୍ରୂଶକୁ ବହନ କରି ପରମେଶ୍ୱରଙ୍କ ପାଳନ କରିଥାଉ,
ତେବେ ଆମ୍ଭେ ପିତର, ଯୋହନ ଏବଂ ପ୍ରଥମ ଚର୍ଚ୍ଚର ସାଧୁମାନଙ୍କ ସମାନ ଉଦ୍ଧାର ପ୍ରାପ୍ତ କରିପାରିବା ।
ସେହିସମସ୍ତ ବିଷୟ ମଧ୍ୟ ଆମ୍ଭେମାନେ ମନୁଷ୍ୟର ଜ୍ଞାନ ଦ୍ଵାରା ଶିକ୍ଷିତ ବାକ୍ୟରେ କହି ନ ଥାଉ,
ମାତ୍ର ଆତ୍ମିକ ବିଷୟସବୁ ଆତ୍ମିକ ବିଷୟ ଦ୍ଵାରା ବୁଝାଇ ଆତ୍ମାଙ୍କ ଦ୍ଵାରା ଶିକ୍ଷିତ ବାକ୍ୟରେ
କହିଥାଉ । କିନ୍ତୁ ସାଂସାରିକ ମନୁଷ୍ୟ ଈଶ୍ଵରଙ୍କ ଆତ୍ମାଙ୍କ ବିଷୟଗୁଡ଼ିକ ଗ୍ରହଣ
କରେ ନାହିଁ, କାରଣ ସେହିସବୁ ତାହା ନିକଟରେ ମୂର୍ଖତା,
ପୁଣି ସେ ସେହିସବୁ ବୁଝି ପାରେ ନାହିଁ, ଯେଣୁ ସେହିସବୁକୁ ଆତ୍ମିକ ଭାବରେ ବିଚାର କରାଯାଏ ।
୧କରିନ୍ଥୀୟ ୨:୧୩-୧୪
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି