ପୁରାତନ ନିୟମରେ ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ, ହତ୍ୟାକାରୀମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉଥିଲା, କିନ୍ତୁ ଯେଉଁମାନେ ଭୁଲବଶତଃ କାହାକୁ ହତ୍ୟା କରୁଥିଲେ ସେମାନେ ଆଶ୍ରୟ ନଗରକୁ ପଳାଇଗଲେ ବଞ୍ଚିପାରୁଥିଲେ। ତଥାପି, ସେମାନେ ନିଜ ପରିବାର ପାଖକୁ ଘରକୁ ଫେରିବାର ଏକମାତ୍ର ଉପାୟ ଥିଲା ମହାଯାଜକଙ୍କ ମୃତ୍ୟୁ।
ଆଶ୍ରୟ ନଗରର ବ୍ୟବସ୍ଥା ହେଉଛି ଏକ ଛାୟା, ଯାହା ଆଧ୍ୟାତ୍ମିକ ଜଗତକୁ ପ୍ରକାଶ କରେ। ସମସ୍ତ ମାନବଜାତି ହେଉଛନ୍ତି ସ୍ୱର୍ଗରେ ମୃତ୍ୟୁଦଣ୍ଡ ପାଇଥିବା ପାପୀ ଏବଂ ଏହି ପୃଥିବୀରେ ବନ୍ଦୀ ଅଟନ୍ତି, ଯାହା ଆଧ୍ୟାତ୍ମିକ ଆଶ୍ରୟ ନଗର ଅଟେ। ତଥାପି, ମହାଯାଜକ ଯୀଶୁ ନିଜ ମୃତ୍ୟୁ ମାଧ୍ୟମରେ ସ୍ଥାପନ କରିଥିବା ନୂତନ ନିୟମର ନିସ୍ତାର ପର୍ବ ଦ୍ୱାରା, ଆମେ ଆମର ଆଧ୍ୟାତ୍ମିକ ଗୃହ, ସ୍ୱର୍ଗର ରାଜ୍ୟକୁ ଫେରିପାରିବା।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି