ପରମେଶ୍ୱରଙ୍କ ପ୍ରତିଜ୍ଞା ଅନୁଯାୟୀ ସ୍ୱର୍ଗରେ ରାଜ ପୁରୋହିତ ଯାଜକ ପର ଆଶୀର୍ବାଦ
ହାସଲ କରିବାକୁ, ପରିସ୍ଥିତି ଯାହା ହେଉନା କାହିଁକି, ଆମ୍ଭମାନଙ୍କୁ ଶେଷ ପର୍ଯ୍ୟନ୍ତ
ଧୈର୍ଯ୍ୟର ସହିତ ସହ୍ୟ କରିବା ଆବଶ୍ୟକ,
ଠିକ୍ ଯେପରି ଆମ୍ଭମାନଙ୍କୁ ଗଛ ଲଗାଇବା ପରେ ଫଳ ଉତ୍ପନ୍ନ କରିବା ପାଇଁ
ଅନେକ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥାଏ ।
ଯେହେତୁ ପରମେଶ୍ୱର ଆମ୍ଭମାନଙ୍କୁ ଏଥିରୁ ଶିକ୍ଷା ନେବା ଶିଖାଇଲେ
କି ଏଷୌ, ଆୟୁବ, ମୋଶା ଏବଂ ହାରୋଣଙ୍କ ସହିତ କ’ଣ ହେଲା,
ତେଣୁ ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟ ପରମେଶ୍ୱରଙ୍କ ବାକ୍ୟ ପାଳନ କରି
କୃତଜ୍ଞତା ଏବଂ ଧୈର୍ଯ୍ୟର ସହିତ ଆପଣା ବିଶ୍ୱାସ ବଜାୟ ରଖୁଛନ୍ତି ।
କେବଳ ତୁମ୍ଭମାନଙ୍କଠାରେ ଯାହା ଅଛି, ତାହା ଆମ୍ଭର ଆଗମନ ପର୍ଯ୍ୟନ୍ତ ଦୃଢ଼ ରୂପେ ଧରି ରଖ । ଯେ ଜୟ କରେ ଓ ଶେଷ ପର୍ଯ୍ୟନ୍ତ ଆମ୍ଭର କର୍ମ କରେ, ଆମ୍ଭେ ଯେପରି ଆମ୍ଭର ପିତାଙ୍କଠାରୁ କ୍ଷମତା ପ୍ରାପ୍ତ ହୋଇଅଛୁ, ତାହାକୁ ମଧ୍ୟ ସେହିପରି ସମସ୍ତ ଜାତି ଉପରେ କ୍ଷମତା ଦେବୁ; ପ୍ରକାଶିତ ବାକ୍ୟ ୨:୨୫-୨୬
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି