୩,୫୦୦ ବର୍ଷ ପୂର୍ବେ ଜଙ୍ଗଲରେ ୪୦ ବର୍ଷର ଯାତ୍ରାର ପ୍ରତ୍ୟେକ ସମୟରେ ଇସ୍ରାଏଲୀୟମାନଙ୍କ ଉପରେ ପରୀକ୍ଷା ଆସିଲା ।
ସେହିପରି, ଆଜି, କୋଭିଡ଼୍-୧୯ ଯେମିତି ରୋଗ ମାଧ୍ୟମରେ, ଯାହାଦ୍ୱାରା ସାରା ସଂସାର ପୀଡ଼ିତ ଅଛି
ଏବଂ ଅସଂଖ୍ୟ ଅସୁବିଧାର ମାଧ୍ୟମରେ, ଯାହାର ଆମ୍ଭେ ବିଶ୍ୱାସର ଯାତ୍ରାରେ ସମ୍ମୁଖୀନ କରିଥାଉ,
ଆମ୍ଭ ଉପରେ ପରୀକ୍ଷା ଆସିଥାଏ ।
କେବଳ ଆମ୍ଭକୁ ଶୟତାନର ପ୍ରଲୋଭନରେ ଜୟ ପ୍ରାପ୍ତ କରିବାର ଉଦାହରଣ ଦେଲେ ।
ସେହି ଲୋକମାନଙ୍କ ନିମନ୍ତେ, ଯେଉଁମାନେ କୌଣସି ମଧ୍ୟ ପରିସ୍ଥିତିରେ ବିଚଳିତ ନ ହୋଇ
ସମସ୍ତ ପ୍ରଲୋଭନରେ ଜୟ ପ୍ରାପ୍ତ କରନ୍ତି ଯେମିତି ଯୀଶୁ କଲେ,
ପରମେଶ୍ୱର ଯୀଶୁଙ୍କ ନୂତନ ନାମକୁ ଓ ସ୍ୱର୍ଗୀୟ ଯିରୂଶାଲମ ମାତାଙ୍କୁ
ଯେ ସ୍ୱର୍ଗରୁ ଏହି ପୃଥିବୀକୁ ଆସିଛନ୍ତି ପ୍ରକଟ କଲେ ।
ଆମ୍ଭର ଧୈର୍ଯ୍ୟର ବାକ୍ୟ ରକ୍ଷା କରିଅଛ, ଏହେତୁ ପୃଥିବୀ ନିବାସୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ
ସମସ୍ତ ଜଗତ ଉପରକୁ ଯେଉଁ ପରୀକ୍ଷାକାଳ ଆସିବ, ସେଥିରୁ ଆମ୍ଭେ ମଧ୍ୟ ତୁମ୍ଭକୁ ରକ୍ଷା କରିବୁ ।
ଆମ୍ଭେ ଶୀଘ୍ର ଆସୁଅଛୁନ୍ତ ତୁମ୍ଭର ମୁକୁଟକୁ ଯେପରି କେହି ହରଣ କରି ନ ନିଏ,
ଏଥିନିମନ୍ତେ ତୁମ୍ଭର ଯାହା ଅଛି, ତାହା ଦୃଢ଼ରୂପେ ଧରି ରଖ ।
ପ୍ରକାଶିତ ବାକ୍ୟ ୩:୧୦-୧୧
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି