ଝାଓ ରାଜବଂଶ ସମୟରେ, ଜିୟାଙ୍ଗ ତାଇଗୋଙ୍ଗଙ୍କ ଭାର୍ଯ୍ୟା ରାଣୀ ହୋଇ ପାରିଲେ ନାହିଁ
କାରଣ ସେ ଶେଷ ପର୍ଯ୍ୟନ୍ତ ପୀଡ଼ା ସହ୍ୟ କରିପାରିଲେ ନାହିଁ
କିନ୍ତୁ ଆପଣା ସ୍ୱାମୀଙ୍କୁ ଅଧା ମାର୍ଗରେ ହିଁ ଛାଡ଼ିଦେଲେ ।
ସେହି ପ୍ରକାର, ବିଶ୍ୱାସର ପଥରେ, କେବଳ ଯେଉଁମାନେ ଶେଷ ପର୍ଯ୍ୟନ୍ତ ସିୟୋନରେ
ପରମେଶ୍ୱରଙ୍କ ସହିତ ରହିବେ, ଅନନ୍ତ ସ୍ୱର୍ଗର ଆଶୀର୍ବାଦ ପ୍ରାପ୍ତ କରିବେ
ଯାହାର ପରମେଶ୍ୱର ପ୍ରତିଜ୍ଞା କଲେ ।
ଶୟତାନର ପ୍ରଲୋଭନ ଉପରେ ଜୟ ଲାଭ କରିବା ପାଇଁ ଯେ ଆମ୍ଭମାନଙ୍କୁ ବିନାଶର ପଥରେ ନେଇଯାଏ
ଏବଂ ଆମ୍ଭମାନଙ୍କ ବିଶ୍ୱାସରେ ବିଜୟୀ ହେବା ପାଇଁ, ଆମ୍ଭକୁ ସର୍ବଦା ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍
ଏବଂ ମାତା ପରମେଶ୍ୱରଙ୍କ ବାକ୍ୟରେ ସ୍ଥିର ରହିବା ଆବଶ୍ୟକ ।
ଶେଷ କଥା ଏହି, ପ୍ରଭୁଙ୍କଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ । ତୁମ୍ଭେମାନେ ଯେପରି ଶୟତାନର ସମସ୍ତ ଚାତୁରି ବିରୁଦ୍ଧରେ ଦଣ୍ତାୟମାନ ହୋଇ ପାର, ଏଥିନିମନ୍ତେ ଈଶ୍ଵରଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର । ଏଫିସୀୟ ୬:୧୦-୧୧
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି