ଯେମିତି ଏହା ଦେଖିବା ପାଇଁ ଏକ ଓଳମ ଗଲାଯାଏ କି କୌଣସି ଘର
ସୀଧା ନିର୍ମାଣ ହେଉଛି ନା ନାହିଁ, ସେମିତି ପରମେଶ୍ୱର ଆପଣା ସନ୍ତାନ ମାନଙ୍କୁ ଏହା ଦେଖିବା ପାଇଁ
କି କ’ଣ ସେମାନେ ଆପଣା ବିଶ୍ୱାସର ଘରକୁ ଠିକ୍ ସେମିତି ହିଁ ନିର୍ମାଣ କରୁଛନ୍ତି ପରୀକ୍ଷା ଦିଅନ୍ତି
ଯେମିତି ପରମେଶ୍ୱର ଆୟୁବ, ଶଦ୍ରକ୍, ମୈଶକ୍, ଅବେଦ୍-ନାଗୋଙ୍କ ସହିତ କରିଥିଲେ ।
ମାତ୍ର, ଶେଷରେ ସର୍ବଦା ସେମାନଙ୍କୁ ଆଶୀର୍ବାଦ ମିଳିଥାଏ ।
ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱର ସେହି ସଦସ୍ୟମାନଙ୍କୁ ଯେଉଁମାନେ ଆଜି ଆପଣା
ବିଶ୍ୱାସର ଘର ନିର୍ମାଣ କରୁଛନ୍ତି, ଶିଖାଇଛନ୍ତି କି ଯେବେ ପରମେଶ୍ୱର ସାରା ସଂସାରର ପରୀକ୍ଷା ନେବେ,
ତେବେ ସେ ପ୍ରତ୍ୟେକ ବ୍ୟକ୍ତିର ଶବ୍ଦ, କାର୍ଯ୍ୟ ଓ ମନକୁ ଜାଞ୍ଚ କରିବେ
ଆଉ ପୁଣି ସେହି ଅବିଶ୍ୱାସୀମାନଙ୍କ ଉପରେ ବିପତ୍ତି ଆଣିବେ ଯେଉଁମା ବଚସା କରନ୍ତି ଏବଂ ଅଭିଯୋଗ କରନ୍ତି ।
ସେ ସଦସ୍ୟମାନଙ୍କୁ ଏହା ମଧ୍ୟ ଶିଖାଇଛନ୍ତି କି ଯଦିଓ କୌଣସି ପରିସ୍ଥିତି ହେଉ ନା କାହିଁକି,
ସର୍ବଦା କେବଳ ସ୍ୱର୍ଗ ଓ ପରମେଶ୍ୱରଙ୍କ ବିଷୟରେ ଚିନ୍ତା କରିବା ଉଚିତ୍ ।
ସେ ମୋତେ ଏରୂପ ଦେଖାଇଲେ; ଆଉ ଦେଖ, ପ୍ରଭୁ ଆପଣା ହସ୍ତରେ ଓଳମ ଘେନି
ଓଳମ ଦ୍ଵାରା ନିର୍ମିତ ଏକ କାନ୍ଥ ନିକଟରେ ଠିଆ ହେଲେ ।...
ତେବେ ପ୍ରଭୁ କହିଲେ, “ଦେଖ, ଆମ୍ଭେ ଆପଣା ଲୋକ ଇସ୍ରାଏଲର ମଧ୍ୟରେ
ଓଳମ ପକାଇବା; ଆମ୍ଭେ ପୁନର୍ବାର ଆଉ ସେମାନଙ୍କୁ ଛାଡ଼ି ଯିବା ନାହିଁ ।”
ଆମୋଷ ୭:୭-୮
ପୁଣି, ଆମ୍ଭେ ତାହାର ସନ୍ତାନମାନଙ୍କୁ ମୃତ୍ୟୁ ଦ୍ଵାରା ବିନାଶ କରିବୁ ।
ସେଥିରେ ଆମ୍ଭେ ଯେ ମର୍ମ ଓ ହୃଦୟର ପରୀକ୍ଷକ, ପୁଣି ତୁମ୍ଭମାନଙ୍କର ପ୍ରତ୍ୟେକ ଜଣକୁ
ଆପଣା ଆପଣା କର୍ମାନୁସାରେ ଫଳଦାତା, ଏହା ମଣ୍ତଳୀଗଣ ଜାଣିବେ ।
ପ୍ରକାଶିତ ବାକ୍ୟ ୨:୨୩
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି