ଯଦି ଆମ୍ଭେ ଉତ୍ତମ ବୀଜ ବୁଣିଥାଉ, ତେବେ ଆମ୍ଭେ ନିଶ୍ଚିତ ଭାବରେ ଉତ୍ତମ ଫଳ ପ୍ରାପ୍ତ କରିପାରିବା, ଏବଂ ଯଦି ଆମ୍ଭେ ମନ୍ଦ ବୀଜ ବୁଣିଥାଉ, ତେବେ ଆମ୍ଭେ ମନ୍ଦ ଫଳ ପ୍ରାପ୍ତ କରିବା ।
ଆମ୍ଭମାନଙ୍କୁ ସେହି ଇତିହାସକୁ ସ୍ମରଣ ରଖିବା ଉଚିତ୍ ଯେଉଁଠାରେ ଇସ୍ରାଏଲୀୟ, ଯେଉଁମାନେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଜଙ୍ଗଲରେ ଅଭିଯୋଗ କଲେ, ନଷ୍ଟ କରି ଦିଆଯାଇଥିଲେ, ଏବଂ ଦାଉଦ, ଶଦ୍ରକ, ମୈଶକ୍ ଓ ଅବେଦ୍ନଗୋ ଆପଣା ଅନୁଗ୍ରହପୂର୍ଣ୍ଣ ବାକ୍ୟ ଦ୍ୱାରା ପରମେଶ୍ୱରଙ୍କୁ ଆନନ୍ଦିତ କରୁଥାଇ ପ୍ରଚୁର ଆଶୀର୍ବାଦ ପ୍ରାପ୍ତ କଲେ ।
ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍,ଏବଂ ମାତା ପରମେଶ୍ୱରଙ୍କ ଶିକ୍ଷାନୁସାରେ, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ସର୍ବଦା ଘରେ, ଚର୍ଚ୍ଚ୍ ରେ ଏବଂ ସମାଜରେ ଉତ୍ତମ କାର୍ଯ୍ୟ ଏବଂ ଉତ୍ତମ ଶବ୍ଦଗୁଡିକ ମାଧ୍ୟମରେ ସାନ୍ତ୍ୱନା ଏବଂ ସମର୍ଥନ ପ୍ରଦାନ କରନ୍ତି ।
ଆଜି, ସେମାନେ ଭାରାକ୍ରାନ୍ତ ଜୀବନରୁ ଥକି ଯାଇଥିବା ଲୋକମାନଙ୍କ ସହିତ ପରମେଶ୍ୱରଙ୍କ ପରିତ୍ରାଣର ଆନନ୍ଦଦାୟକ ଖବରକୁ ବାଣ୍ଟିବା ପାଇଁ ଉତ୍ସାହର ସହିତ ଆଗକୁ ଅଗ୍ରସର ହୁଅନ୍ତି, ଏବଂ ଘୋଷଣା କରନ୍ତି, “ସ୍ୱର୍ଗ ରାଜ୍ୟ ଅଛି ଯେଉଁଠାରେ ମୃତ୍ୟୁ କିମ୍ବା ଦୁଃଖ କିମ୍ବା ଯନ୍ତ୍ରଣା ଆଉ ନାହିଁ ।”
“ଉତ୍ତମ ଲୋକ ଉତ୍ତମ ଭଣ୍ତାରରୁ ଉତ୍ତମ ପଦାର୍ଥ ବାହାର କରେ, ପୁଣି ମନ୍ଦ ଲୋକ ମନ୍ଦ ଭଣ୍ତାରରୁ ମନ୍ଦ ପଦାର୍ଥ ବାହାର କରେ ।
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟମାନେ ଯେକୌଣସି ଅସାର କଥା କହନ୍ତି, ବିଚାର-ଦିନରେ ସେମାନେ ସେଥିର ଉତ୍ତର ଦେବେ;
ଯେଣୁ ତୁମ୍ଭ ବାକ୍ୟ ଦ୍ଵାରା ତୁମ୍ଭେ ନିର୍ଦ୍ଦୋଷ ଓ ତୁମ୍ଭ ବାକ୍ୟ ଦ୍ଵାରା ତୁମ୍ଭେ ଦୋଷୀ ବୋଲି ପ୍ରମାଣିତ ହେବ ।
ମାଥିଉ ୧୨:୩୫–୩୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି