ପ୍ରଥମ ଆଗମନ ଯୀଶୁ ଏବଂ ଦ୍ୱିତୀୟ ଆଗମନ ଯୀଶୁ ଉଭୟଙ୍କ "ମେଘରେ ଆସିବାର" ଭବିଷ୍ୟବାଣୀ କରିବାର କାରଣ ହେଉଛି ଶରୀର ପରମେଶ୍ୱରଙ୍କ ଈଶ୍ୱରୀୟ ପ୍ରତିମୂର୍ତ୍ତିକୁ ଆଚ୍ଛାଦିତ କରେ ଯେପରିକି ମେଘ ସୂର୍ଯ୍ୟ ଆଲୋକକୁ ଅବରୋଧ କରେ ।
“ଯେଉଁ ମେଷଗୁଡ଼ିକ ଏହି ମେଷଶାଳାର ନୁହନ୍ତି, ମୋହର ଏପରି ଅନ୍ୟ ମେଷଗୁଡ଼ିକ ଅଛନ୍ତି,” ଏବଂ “ଶେଷ ଦିନରେ ପରମେଶ୍ୱର ଆମ୍ଭମାନଙ୍କୁ ଶିକ୍ଷା ଦେବେ” ଆମେ ଏହି ଭବିଷ୍ୟବାଣୀ ଗୁଡିକ ଦ୍ୱାରା ମଧ୍ୟ ବୁଝିପାରିବା ଯେ ଯୀଶୁ ଦ୍ୱିତୀୟଥର ମନୁଷ୍ୟ ରୂପରେ ଆସିବେ ।
ଦୁଇ ହଜାର ବର୍ଷ ପୂର୍ବେ, ଯିହୁଦୀମାନେ ଖ୍ରୀଷ୍ଟଙ୍କ ଅପେକ୍ଷା କରୁଥାଇ କେବଳ ଆକାଶର ମେଘକୁ ଦେଖୁଥିଲେ ।
ପବିତ୍ର ଆତ୍ମାଙ୍କ ଯୁଗରେ ମଧ୍ୟ, ଯଦି କେହି ଯିହୂଦୀମାନଙ୍କ ପରି ଭୁଲ ଧାରଣା ସହିତ ଆକାଶରେ ମେଘକୁ ଚାହିଁଥାଏ, ତେବେ ସେମାନଙ୍କୁ ଦ୍ୱିତୀୟ ଆଗମନ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କଠାରୁ ପରିତ୍ରାଣ ମିଳିବ ନାହିଁ ।
ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହା ପରାକ୍ରମ ଓ ମହା ମହିମା ସହ ମେଘରେ ଆଗମନ କରିବା ଦେଖିବେ । କିନ୍ତୁ ଏହିସମସ୍ତ ଘଟଣା ଆରମ୍ଭ ହେଲେ ତୁମ୍ଭେମାନେ ଊର୍ଦ୍ଧଦୃଷ୍ଟି କର ଓ ମସ୍ତକ ଉତ୍ତୋଳନ କର, ଯେଣୁ ତୁମ୍ଭମାନଙ୍କର ମୁକ୍ତି ସନ୍ନିକଟ । ଲୂକ ୨୧:୨୭-୨୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି