ପରମେଶ୍ବର ଏହି ପୃଥିବୀର ସମସ୍ତ ଜୀବିତ ପ୍ରାଣୀ ମାନଙ୍କୁ ଏହି କାରଣରୁ ମାତାଙ୍କ ମାଧ୍ୟମରେ ଜୀବନ ପ୍ରାପ୍ତ କରିବାକୁ ଅନୁମତି ଦେଲେ କାରଣ ସେ ଆମ୍ଭକୁ ଜାଣିବାକୁ ଦେବା ପାଇଁ ଚାହାନ୍ତି ଯେ ଅନନ୍ତ ଜୀବନ କେବଳ ଆମ୍ଭର ଆତ୍ମିକ ମାତାଙ୍କ ଦ୍ୱାରା ଦିଆଯାଏ ।
ପରମେଶ୍ବର ଆମ୍ଭକୁ ଶିକ୍ଷା ଦେଇଛନ୍ତି ଯେ ସେ “ପିତା” ଅଟନ୍ତି ଏବଂ ଆମ୍ଭେ ତାଙ୍କର ପୁତ୍ର ଏବଂ କନ୍ୟା, ଯାହାଫଳରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଶୀର୍ଷକ ଦ୍ୱାରା ମଧ୍ୟ ମାତା ପରମେଶ୍ୱରଙ୍କୁ ପ୍ରକଟ କରିପାରିବା ।
ଲୋକମାନେ ଭାବନ୍ତି ଯେ ଏହି ପୃଥିବୀରେ ଆପମା ସ୍ୱଳ୍ପ ଜୀବନ ବଞ୍ଚିବାବେଳେ ଆପଣା ଅବସର ପାଇଁ ଯୋଜନା କରିବା ଜରୁରୀ ଅଟେ । କିନ୍ତୁ ବାସ୍ତବରେ, ସ୍ୱର୍ଗଦୂତଙ୍କ ଦୁନିଆ ପାଇଁ ଯୋଜନା ଏବଂ ପ୍ରସ୍ତୁତି କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ, ଯେଉଁଠାରେ ଆମ୍ଭେ ସବୁଦିନ ପାଇଁ ରହିବୁ ।
ଯେଉଁମାନେ ପ୍ରକୃତରେ ସ୍ୱର୍ଗରାଜ୍ୟ ପାଇଁ ଆଶା ରଖନ୍ତି, ସେମାନେ ପିତା ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କୁ ଗ୍ରହଣ କରନ୍ତି ଯେଉଁମାନେ ପବିତ୍ର ଆତ୍ମାଙ୍କ ଯୁଗରେ ଉଦ୍ଧାରକର୍ତ୍ତା ଭାବରେ ଆସିଛନ୍ତି । ସେମାନେ ସ୍ୱର୍ଗୀୟ ପରିବାରର ସଦସ୍ୟ ଭାବରେ ବିଶ୍ରାମ ଦିନ ଏବଂ ନୂତନ ନିୟମର ନିସ୍ତାରପର୍ବ ମଧ୍ୟ ପାଳନ କରନ୍ତି ।
“ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ଵର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ସୁଭାଜନ ଅଟ, ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଚ୍ଛାରେ ସେହିସବୁ ସତ୍ତ୍ଵ ପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି ।”
ପ୍ରକାଶିତ ବାକ୍ୟ ୪:୧୧
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି