ମକ୍ଷିକାମାନେ କେବଳ ଗୋଟିଏ ଦିନ ବଞ୍ଚନ୍ତି, କୁକୁରମାନେ ୧୫ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି, ଏବଂ ମଣିଷମାନେ ୧୦୦ ବର୍ଷ ବଞ୍ଚନ୍ତି କାରଣ ସେମାନେ ସେହି ଜୀବନକାଳ ସେମାନଙ୍କ ମାତାଙ୍କଠାରୁ ପାଇଥା’ନ୍ତି । ସମସ୍ତ ମାନବଜାତି “ପ୍ରତିଜ୍ଞାର ସନ୍ତାନ” ଯେଉଁମାନେ ପରମେଶ୍ବରଙ୍କଠାରୁ ଅନନ୍ତ ଜୀବନ ପାଇଛନ୍ତି କେବଳ ସେତେବେଳେ ହୋଇପାରିବେ ଯେତେବେଳେ ସେମାନେ ମାତା ପରମେଶ୍ୱରଙ୍କୁ ସାକ୍ଷାତ କରନ୍ତି ଯାହାଙ୍କ ପାଖରେ ଅନନ୍ତ ଜୀବନ ଅଛି ।
ବାଇବଲ ଆମ୍ଭମାନଙ୍କୁ ସାଂସାରିକ ପରିବାର ପ୍ରଣାଳୀ ମାଧ୍ୟମରେ ଯାହା ଛାୟା ସ୍ୱର୍ଗୀୟ ପରିବାର ବିଷୟରେ ଶିକ୍ଷା ଦିଏ, ଏବଂ ସ୍ୱର୍ଗୀୟ ପିତା ଏବଂ ମାତାଙ୍କ ବିଷୟରେ ଆଦମ ଏବଂ ହବା ଏବଂ ମେଷଶାବକ ଏବଂ ତାଙ୍କ ଭାର୍ଯ୍ୟା (କନ୍ୟା) ଙ୍କ ମାଧ୍ୟମରେ ଶିକ୍ଷା ଦିଏ । ବାଇବଲ ଏହା ମଧ୍ୟ ଶିକ୍ଷା ଦିଏ ଯେ କେବଳ ମାତା ପରମେଶ୍ୱରଙ୍କ ପାଖରେ, ଯାହାଙ୍କ ତୁଳନା ଯିରୂଶାଲମ ସହିତ କରାଯାଇଅଛି, ଅନନ୍ତ ଜୀବନ ଅଛି ।
ଆଉ ସେ ଆମ୍ଭମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ଅନନ୍ତ ଜୀବନ ।
୧ଯୋହନ ୨:୨୫
ସେଥିରେ ସେ ମୋତେ ଆତ୍ମାରେ ଗୋଟିଏ ବୃହତ ଓ ଉଚ୍ଚ ପର୍ବତକୁ ଘେନିଯାଇ ପବିତ୍ର ନଗରୀ ଯିରୂଶାଲମକୁ ଦେଖାଇଲେ, ତାହା ସ୍ଵର୍ଗରୁ ଈଶ୍ଵରଙ୍କ ନିକଟରୁ ଅବତରଣ କରୁଥିଲା ।
ପ୍ରକାଶିତ ବାକ୍ୟ ୨୧:୧୦
କିନ୍ତୁ ଊର୍ଦ୍ଧ୍ଵସ୍ଥ ଯିରୂଶାଲମ ସ୍ଵାଧୀନା, ସେ ଆମ୍ଭମାନଙ୍କ ଜନନୀ... ହେ ଭାଇମାନେ, ତୁମ୍ଭେମାନେ ଇସ୍ହାକଙ୍କଙ୍କ ପରି ପ୍ରତିଜ୍ଞାର ସନ୍ତାନ ।
ଗାଲାତୀୟ ୪:୨୬-୨୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି