ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କୁ ଅନେକ ଆଶୀର୍ବାଦ ପ୍ରାପ୍ତ କରିବାର ପଥ, ପାପ କ୍ଷମା
ପ୍ରାପ୍ତ କରିବାର ପଥ ଏବଂ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବାର ପଥ ଶିଖାଇଲେ ।
ତଥାପି, ଯୀଶୁ ସେହି ଯିହୁଦୀମାନଙ୍କ ବିଷୟରେ ଚିନ୍ତିତ ଏବଂ ଦୁଃଖିତ ଅନୁଭବ କଲେ
ଯେଉଁମାନେ ତାଙ୍କୁ ନିନ୍ଦା କଲେ ଏବଂ ତାଙ୍କ ଉପରକୁ ପଥର ଫିଙ୍ଗିବାର ଗୁରୁତର ପାପ କଲେ ।
ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ସ୍ୱର୍ଗୀୟ ମାତା ନୂତନ ଯିରୂଶାଲମ ନୂତନ ନିୟମର ସତ୍ୟକୁ
ପୁନଃସ୍ଥାପିତ କଲେ ଯାହା ୩୨୫ ଖ୍ରୀଷ୍ଟାବ୍ଦରେ ନଷ୍ଟ କରାଯାଇଥିଲା ଏବଂ ନିସ୍ତାରପର୍ବର ରୋଟୀ
ଏବଂ ଦ୍ରାକ୍ଷାରସ ଦ୍ୱାରା ଆମ୍ଭମାନଙ୍କୁ ପାପ କ୍ଷମାର ଆଶୀର୍ବାଦ ଦେଲେ ଏବଂ ସର୍ବଦା ପାଇଁ
ମୃତ୍ୟୁକୁ ବିନାଶ କଲେ । ଯେଉଁମାନେ ଆତ୍ମା ଓ କନ୍ୟାକୁ ଚିହ୍ନନ୍ତି
ଏବଂ ତାଙ୍କୁ ଅନୁସରଣ କରନ୍ତି, ସେମାନେ ପ୍ରକୃତରେ ଧନ୍ୟ ଅଟନ୍ତି ।
ସେ ସେମାନଙ୍କୁ ପଚାରିଲେ, “କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ?”
ଶିମୋନ ପିତର ଉତ୍ତର ଦେଲେ,
“ଆପଣ ଖ୍ରୀଷ୍ଟ, ଜୀବନ୍ତ ଈଶ୍ଵରଙ୍କ ପୁତ୍ର ।”
ଏଥିରେ ଯୀଶୁ ତାଙ୍କୁ ଉତ୍ତର ଦେଲେ, “ହେ ଯୂନସର ପୁତ୍ର ଶିମୋନ,
ତୁମ୍ଭେ ଧନ୍ୟ... ମୁଁ ତୁମ୍ଭକୁ ସ୍ଵର୍ଗରାଜ୍ୟର କଞ୍ଚି ଦେବି ।”
ମାଥି ୧୬:୧୫-୧୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି