ଯୀଶୁ ମାନବଜାତିର ପାପ ହେତୁ କ୍ରୁଶରେ ମୃତ୍ୟୁବରଣ କଲେ ଆଉ ତାହା ପରେ
ତୃତୀୟ ଦିନ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହେଲେ । ଆପଣା ପୁନରୁତ୍ଥାନର ମାଧ୍ୟମରେ,
ସେ ପ୍ରମାଣିତ କଲେ କି ମାନବଜାତି ପାଇଁ ମଧ୍ୟ
ପୁନରୁତ୍ଥାନ ଓ ରୂପାନ୍ତରଣ ଅଛି ।
ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍ ପରମେଶ୍ୱରଙ୍କ ପ୍ରତିଜ୍ଞାରେ ବିଶ୍ୱାସ କରେ
କି ମନୁଷ୍ୟର ଶରୀର ଆତ୍ମିକ ଶରୀରରେ ପରିବର୍ତ୍ତନ ହୋଇଯିବ ଯେପରି ପ୍ରକୃତିରେ କଙ୍କି-ପୋକ
ଓ ଝିଙ୍କାରି ପରି ଏପରି ପ୍ରାଣୀ ଅଛନ୍ତି ଯେଉଁମାନେ ରୂପାନ୍ତରିତ ହୁଅନ୍ତି । ଚର୍ଚ୍ଚ ଅଫ୍ ଗଡ୍,
ଯାହାର ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱର ନେତୃତ୍ୱ କରୁଛନ୍ତି,
ପରିତ୍ରାଣର ପ୍ରତିଜ୍ଞାରେ ସାମିଲ ହୋଇଥାଏ ।
ଆମ୍ଭେମାନେ ତ ସ୍ଵର୍ଗର ପ୍ରଜା, ସେ ସ୍ଥାନରୁ ମଧ୍ୟ ଆମ୍ଭେମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଅଛୁ; ସେ ଆପଣାର ଯେଉଁ କାର୍ଯ୍ୟସାଧକ ଶକ୍ତି ଦ୍ଵାରା ସମସ୍ତ ବିଷୟକୁ ନିଜର ବଶୀଭୂତ କରି ପାରନ୍ତି, ତଦ୍ଦ୍ଵାରା ଆମ୍ଭମାନଙ୍କର ଛାର ଶରୀରକୁ ରୂପାନ୍ତରିତ କରି ଆପଣାର ଗୌରବମୟ ଶରୀରର ସଦୃଶ କରିବେ । ଫିଲିପ୍ପୀୟ ୩:୨୦-୨୧
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି