ତ୍ରିଏକର ଅର୍ଥ କି ମାନବଜାତିର ଅନନ୍ତ ସ୍ୱର୍ଗର ରାଜ୍ୟରେ ନେତୃତ୍ୱ କରିବା ପାଇଁ
ପିତା ପରମେଶ୍ୱର ପିତାଙ୍କ ଯୁଗରେ, ପୁତ୍ରଙ୍କ ଯୁଗରେ ଏବଂ ପବିତ୍ର ଆତ୍ମାଙ୍କ ଯୁଗରେ
ଭିନ୍ନ-ଭିନ୍ନ ନାମର ଉପଯୋଗ କଲେ ।
ଯେହେତୁ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱାସ କରେ କି ପିତା ପରମେଶ୍ୱର ସଦାପ୍ରଭୁ, ପୁତ୍ର ପରମେଶ୍ୱର ଯୀଶୁ
ଏବଂ ପବିତ୍ର ଆତ୍ମା ପରମେଶ୍ୱର ଆନ୍ ସାଙ୍ଗ୍ ହୋଙ୍ଗ୍ ଏକ ଅଟନ୍ତି ଏବଂ ଏକ ପରମେଶ୍ୱର ଅଟନ୍ତି,
ଚର୍ଚ୍ଚର ସଦସ୍ୟ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଙ୍କ ଗୌରବର ପ୍ରଚାର କରୁଥାଇ
ତାହାଙ୍କ ନାମରେ ପ୍ରାର୍ଥନା କରନ୍ତି ।
“ମୁଁ ଓ ପିତା ଏକ ।”
ଯୋହନ ୧୦:୩୦
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି