ଦାଉଦଙ୍କ ସିଂହାସନର ଭବିଷ୍ୟବାଣୀ ଅନୁସାରେ ପ୍ରଥମ ଥର ପୃଥିବୀକୁ ଆସିଲେ
ଯୀଶୁ ତିରିଶ ବର୍ଷ ବୟସରେ ବାପ୍ତିସ୍ମ ହେଲେ ଓ ସେ ତିନି ବର୍ଷ ପର୍ଯ୍ୟନ୍ତ
ସୁସମାଚାର ପ୍ରଚାର କଲେ । ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍, ଯିଏ ଆତ୍ମିକ ଦାଉଦଙ୍କ
ରୂପରେ ଦ୍ୱିତୀୟ ଥର ଆସିଲେ, ଆଉ ତିରିଶ ବର୍ଷ ବୟସରେ ମଧ୍ୟ ବାପ୍ତିସ୍ମ ହେଲେ
ଏବଂ ଚାଳିଶ ବର୍ଷର ଭବିଷ୍ୟବାଣୀକୁ ପୂରା କରୁଥାଇ,
ସେ ଅବଶିଷ୍ଟ ସଇଁତିରିଶ ବର୍ଷ ନିମନ୍ତେ ସୁସମାଚାର ପ୍ରଚାର କଲେ ।
ଯୀଶୁ ଖ୍ରୀଷ୍ଟ ଭବିଷ୍ୟବାଣୀ କରିଥିଲେ, ଯେ ମନୁଷ୍ୟପୁତ୍ର ଦ୍ୱିତୀୟ ଥର ଆସିବେ
ଯେତେବେଳେ ଡିମ୍ବିରି ବୃକ୍ଷ ପୁନରୁତ୍ଥିତ ହେବ, ଅର୍ଥାତ୍ ୧୯୪୮ ରେ ଯେତେବେଳେ ଇସ୍ରାଏଲ
ସ୍ୱାଧୀନତା ପାଇବ । ଯିଏ ଏହି ଭବିଷ୍ୟବାଣୀ ଅନୁସାରେ ପୃଥିବୀକୁ
ଦ୍ୱିତୀୟ ଥର ଆତ୍ମିକ ଦାଉଦ ରୂପରେ ଆସିଲେ ଓ ବିଶ୍ରାମ ଦିନ, ନିସ୍ତାର ପର୍ବ ପରି
ଜୀବନର ପର୍ବଗୁଡ଼ିକୁ ପୁନଃସ୍ଥାପିତ କରୁଥାଇ ଯାହା ନଷ୍ଟ କରାଯାଇଥିଲା
ମାନବ ଜାତିଙ୍କ ଉଦ୍ଧାରରେ ନେତୃତ୍ୱ କଲେ, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଅଟନ୍ତି ।
ଚର୍ଚ୍ଚ ଯିଏ ଦାଉଦଙ୍କ ରୂପରେ ଆସିଥିବା ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଙ୍କ ଉପରେ ବିଶ୍ୱାସ କରେ
ଓ ସ୍ୱର୍ଗୀୟ ମାତାଙ୍କ ଉପରେ ବିଶ୍ୱାସ କରେ ଯାହାଙ୍କ ବିଷୟରେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍
ସ୍ୱୟଂ ସାକ୍ଷ୍ୟ ଦେଇଥିଲେ, ତାହା ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍ ।
“ମାତ୍ର ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ଵରଙ୍କ ଓ ଆମ୍ଭେ ସେମାନଙ୍କ ନିମନ୍ତେ ଯାହାଙ୍କୁ ଉତ୍ପନ୍ନ କରିବା,
ଆପଣାମାନଙ୍କର ସେହି ରାଜା ଦାଉଦଙ୍କର ଦାସ୍ୟକର୍ମ କରିବେ ।” ଯିରିମୀୟ ୩୦:୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି