ଦୁଇ ହଜାର ବର୍ଷ ପୂର୍ବେ, ପ୍ରେରିତ ପାଉଲ ସେହି ଲୋକମାନଙ୍କୁ ଯେଉଁମାନେ ଚକ୍ଷୁ ବନ୍ଧ କରି
ଅଜ୍ଞାତ ଈଶ୍ୱରଙ୍କ ଉପାସନା କରୁଥିଲେ ପ୍ରଚାର କଲେ କି ଯୀଶୁ ଖ୍ରୀଷ୍ଟ ପରମେଶ୍ୱର ଅଟନ୍ତି
ଯେ ଆକାଶ ଓ ପୃଥିବୀର ନିର୍ମାଣ କଲେ । ସେହିପରି, ଆଜି, ଆମ୍ଭକୁ ଆତ୍ମା ଓ କନ୍ୟାଙ୍କୁ
ଜାଣିବା ଏବଂ ବିଶ୍ୱାସ କରିବାର ଚେଷ୍ଟା କରିବା ଉଚିତ୍
ଯେଉଁମାନେ ମାନବଜାତିକୁ ରକ୍ଷା କରିବାକୁ ଆସିଛନ୍ତି ।
ବାଇବଲରେ, ପରମେଶ୍ୱରଙ୍କୁ ବହୁବଚନ ସଂଜ୍ଞା ଏଲୋହୀମ୍ ରୂପେ ୨,୫୦୦ ରୁ
ଅଧିକ ଥର ରେକର୍ଡ କରାଯାଇଅଛି । ଯେମିତି କି ଆମ୍ଭେ ଦେଖିପାରିବା
କି ପରମେଶ୍ୱରଙ୍କ ଇଚ୍ଛାନୁସାରେ ନିର୍ମାଣ କରାଯାଇଥିବା ପରିବାର ପ୍ରଣାଳୀରେ
ପିତା ଓ ମାତା ଉଭୟ ବିଦ୍ୟମାନ ଥାଆନ୍ତି, ସେହିପରି ସେହି ପରମେଶ୍ୱର
ଯାହାଙ୍କ ବାଇବଲରେ ସାକ୍ଷ୍ୟ ଦିଆଯାଇଅଛି ପିତା ପରମେଶ୍ୱର ଓ ମାତା ପରମେଶ୍ୱର ଅଟନ୍ତି ।
ସଂସାରର ଅସଂଖ୍ୟ ଚର୍ଚ୍ଚ ମଧ୍ୟରୁ, ଏକମାତ୍ର ଚର୍ଚ୍ଚ ଯାହା ପିତା ପରମେଶ୍ୱର ଓ
ମାତା ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରିଥାଏ ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍ ଅଟେ ।
ପୁଣି, ଆମ୍ଭେମାନେ ଜ୍ଞାତ ହେଉ, ସଦାପ୍ରଭୁଙ୍କୁ ଜ୍ଞାତ ହେବା ପାଇଁ
ତାହାଙ୍କ ପଶ୍ଚାତ୍ଗମନ କରୁ; ତାହାଙ୍କର ଉଦୟ ଅରୁଣୋଦୟର
ତୁଲ୍ୟ ନିଶ୍ଚିତ; ଆଉ ସେ ଆମ୍ଭମାନଙ୍କ ନିକଟକୁ ବୃଷ୍ଟି ତୁଲ୍ୟ... ଆସିବେ ।
ହୋଶେୟ ୬:୩
ସେମାନେ ଯାହାର ସେବା କରନ୍ତି, ତାହା
ସ୍ଵର୍ଗୀୟ ବିଷୟଗୁଡ଼ିକର ଦୃଷ୍ଟାନ୍ତ ଓ ଛାୟାମାତ୍ର...
ଏବ୍ରୀ ୮:୫
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି