ବାଇବଲ ଭବିଷ୍ୟଦ୍ବାଣୀ କରେ ଯେ ପରମେଶ୍ୱରଙ୍କ ବିଶ୍ୱାସୀମାନେ ଇସ୍ହାକ-ଅବ୍ରହାମଙ୍କ ଉତ୍ତରାଧିକାରୀ ପରି ଅଟନ୍ତି ଏବଂ ଯେଉଁମାନେ ସିୟୋନରେ ବାସ କରନ୍ତି ସେମାନେ ଉଲ୍ଲାସ ଓ ଆନନ୍ଦିତ ହେବେ ।
ଏହି ଭବିଷ୍ୟଦ୍ବାଣୀଗୁଡ଼ିକ ମାଧ୍ୟମରେ, ଆମେ ଦେଖିପାରିବା ଯେ ପରମେଶ୍ୱର ଚାହାଁନ୍ତି ଯେ ସିୟୋନର ସନ୍ତାନମାନେ ସର୍ବଦା ଇସ୍ହାକଙ୍କ ଅର୍ଥ [ହସ] ପରି ଉଲ୍ଲାସ ଓ ଆନନ୍ଦିତ ରୁହନ୍ତୁ ।
ଏହି କାରଣରୁ, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ, ଯେଉଁମାନେ ସ୍ୱର୍ଗର ଆଶା ଏବଂ ଯେଉଁମାନେ ପରମେଶ୍ୱରଙ୍କ ପ୍ରେମକୁ ବାଣ୍ଟିବା ପାଇଁ ଜୀବନ ଅତିବାହିତ କରନ୍ତି, ସେମାନେ ଧନ୍ୟବାଦ ଓ ହସରେ ପରିପୂର୍ଣ୍ଣ ରୁହନ୍ତି ।
ଯେପରି ଗୃହ ନିର୍ମାଣ କରିବା ସମୟରେ ଜଣେ ସ୍ଥାପତ୍ୟ ଥାଆନ୍ତି, ସେହିପରି ଅନନ୍ତ ଜୀବନର ଜଣେ ସ୍ଥାପତ୍ୟ ଅଛନ୍ତି ଯାହା ସମସ୍ତ ମାନବଜାତି ଲାଳସା କରନ୍ତି ।
ଯେହେତୁ ସମଗ୍ର ବ୍ରହ୍ମାଣ୍ଡରେ ପରମେଶ୍ୱରଙ୍କ ବ୍ୟତୀତ ଅନ୍ୟ କେହି ନାହାଁନ୍ତି, ଯାହାଙ୍କ ପାଖରେ ଅନନ୍ତ ଜୀବନ ଅଛି, ତେଣୁ ମାନବଜାତିଙ୍କୁ ଅନନ୍ତ ଜୀବନ ଦେବା ପାଇଁ ପିତା ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱର ଏହି ପୃଥିବୀକୁ ଆସିଲେ ।
ସେତେବେଳେ ପରମେଶ୍ଵର କହିଲେ, ତୁମ୍ଭର ଭାର୍ଯ୍ୟା ସାରା ତୁମ୍ଭ ନିମନ୍ତେ ନିଶ୍ଚୟ ପୁତ୍ର ପ୍ରସବ କରିବ, ପୁଣି ତୁମ୍ଭେ ତାହାର ନାମ ଇସ୍ହାକ [ହାସ୍ୟ] ରଖିବ ।
ଆଦି ପୁସ୍ତକ ୧୭:୧୯
ହେ ଭାଇମାନେ, ତୁମ୍ଭେମାନେ ଇସ୍ହାକଙ୍କ ପରି ପ୍ରତିଜ୍ଞାର ସନ୍ତାନ ।
ଗାଲାତୀୟ ୪:୨୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି