ଏହି ଜଗତରେ ସମସ୍ତ ଜିନିଷ ପରମେଶ୍ୱରଙ୍କ ଇଚ୍ଛାରେ ସୃଷ୍ଟି ହୋଇଛି ।
ପରମେଶ୍ୱର ସମସ୍ତ ଜୀବିତ ପ୍ରାଣୀଙ୍କୁ ମାତାମାନଙ୍କ ଦ୍ୱାରା ଜୀବନ ପ୍ରାପ୍ତ କରିବା ପାଇଁ ସୃଷ୍ଟି କଲେ ।
ଏହା ସ୍ୱର୍ଗୀୟ ମାତାଙ୍କ ଅସ୍ତିତ୍ୱକୁ ଜାଣିବାକୁ ଦେବା ପାଇଁ ପରମେଶ୍ୱରଙ୍କ ମହାନ ଇଚ୍ଛା ଅଟେ, ଯାହା ମାନବଜାତିଙ୍କୁ ଅନନ୍ତ ଜୀବନ ଦେଇଥାଏ ।
ପୁରୁଷଙ୍କୁ ପିତା ପରମେଶ୍ବରଙ୍କ ପ୍ରତିମୂର୍ତ୍ତୀରେ ସୃଷ୍ଟି କରାଯାଇଥିଲା, ଯାହାର ପୁରୁଷ ପ୍ରତିମୂର୍ତ୍ତି ଅଛି, ଏବଂ ସ୍ତ୍ରୀଙ୍କୁ ମାତା ପରମେଶ୍ୱରଙ୍କ ପ୍ରତିମୂର୍ତ୍ତୀରେ ସୃଷ୍ଟି କରାଯାଇଥିଲା, ଯାହାର ନାରୀ ପ୍ରତିମୂର୍ତ୍ତି ଅଛି ।
ଯେମିତି ଲୋକମାନେ ହଜାରେ ବର୍ଷ ଧରି ପରମେଶ୍ୱରଙ୍କ ପୁରୁଷ ପ୍ରତିମୂର୍ତ୍ତିକୁ “ପିତା” ବୋଲି ଡାକନ୍ତି, ସେହିଭଳି ଆମ୍ଭେ ମାତା ପରମେଶ୍ୱରଙ୍କୁ ଅନୁଭବ କରିବା ଉଚିତ୍ ଯାହାଙ୍କ ବିଷୟରେ ବାଇବଲ ସାକ୍ଷ୍ୟ ଦିଏ ଏବଂ ତାଙ୍କୁ ଗ୍ରହଣ କରିବା ଉଚିତ୍ ।
ଏହା ହେଉଛି ସେହି ଜ୍ଞାନ ଯାହା ଆମ୍ଭକୁ ସ୍ୱର୍ଗକୁ ନେଇଯାଏ ।
କିନ୍ତୁ ଊର୍ଦ୍ଧ୍ଵସ୍ଥ ଯିରୂଶାଲମ ସ୍ଵାଧୀନା, ସେ ଆମ୍ଭମାନଙ୍କ ଜନନୀ… ଆମ୍ଭେମାନେ ଦାସୀର ସନ୍ତାନ ନୋହୁଁ, କିନ୍ତୁ ସ୍ଵାଧୀନା ସ୍ତ୍ରୀର ସନ୍ତାନ ।
ଗାଲାତୀୟ ୪:୨୬-୩୧
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି