ଯୋହନଙ୍କ ସୁସମାଚାରରେ, ପରମେଶ୍ବର ଆମ୍ଭମାନଙ୍କୁ ଏକ ଶିକ୍ଷା ଦେଇଛନ୍ତି, “ମୁଁ ତୁମ୍ଭମାନଙ୍କୁ ଏକ ନୂତନ ଆଜ୍ଞା ଦେଉଅଛି: ପରସ୍ପରକୁ ପ୍ରେମ କର ।”
୧ଯୋହନଙ୍କ ପୁସ୍ତକରେ ଏହା ଲେଖା ଅଛି, “ପରମେଶ୍ୱର ପ୍ରେମ ଅଟନ୍ତି” ଏବଂ ୧କରିନ୍ଥୀୟଙ୍କ ପୁସ୍ତକରେ, ଏହା ଲେଖା ଅଛି, “ଅତଏବ ବିଶ୍ୱାସ, ଭରସା ଏବଂ ପ୍ରେମ ଏହି ତିନି ସ୍ଥାୟୀ । ଆଉ ଏମାନଙ୍କ ମଧ୍ୟରେ ପ୍ରେମ ଉତ୍କୃଷ୍ଟ ।”
ତେଣୁକରି, ପ୍ରେମ ସମସ୍ତ ବ୍ୟବସ୍ଥାର ପୂର୍ଣ୍ଣତା ଅଟେ ।
ମାତା ପରମେଶ୍ୱରଙ୍କ ବାକ୍ୟ, "ସୁସମାଚାରର ପଥ ଏପରି ହେବା ଉଚିତ୍ ଯେଉଁଠାରେ କେହି ଏକାକୀ ରହିବେ ନାହିଁ," ସମଗ୍ର ବିଶ୍ୱରେ ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନଙ୍କୁ ପରସ୍ପରକୁ ସେବା କରିବା ଏବଂ ପ୍ରେମ କରିବାର ଅଭ୍ୟାସ କରିବା ନିମନ୍ତେ ପ୍ରେରିତ କରିଛି, ଏବଂ ଏହା ଆଜି ପର୍ଯ୍ୟନ୍ତ ଚର୍ଚ୍ଚ ଅଫ୍ ଗଡ୍ ର ୬୦ ବର୍ଷର ଇତିହାସ ପଛର ପ୍ରେରକ ଶକ୍ତି ହୋଇ ହୋଇ ରହିଛି ।
ପ୍ରେମ ପ୍ରତିବାସୀର ଅନିଷ୍ଟ କରେ ନାହିଁ; ଅତଏବ, ପ୍ରେମ ବ୍ୟବସ୍ଥା ସଫଳ କରେ ।
ରୋମୀୟ ୧୩:୧୦
ହେ ପ୍ରିୟମାନେ, ଆସ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ, କାରଣ ପ୍ରେମ ଈଶ୍ଵରଙ୍କଠାରୁ ଜାତ, ଆଉ ଯେକେହି ପ୍ରେମ କରେ, ସେ ଈଶ୍ଵରଙ୍କଠାରୁ ଜାତ ଓ ଈଶ୍ଵରଙ୍କୁ ଜାଣେ ।
ଯେ ପ୍ରେମ କରେ ନାହିଁ, ସେ ଈଶ୍ଵରଙ୍କୁ ଜାଣେ ନାହିଁ, କାରଣ ଈଶ୍ଵର ତ ପ୍ରେମ ।
୧ଯୋହନ ୪:୭-୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି