ଯେହେତୁ ସମସ୍ତ ମନୁଷ୍ୟ ସ୍ୱର୍ଗର ପାପୀ ଅଟନ୍ତି, ଏଥିପାଇଁ ଆମ୍ଭେ ପରମେଶ୍ୱରଙ୍କ ବାକ୍ୟକୁ
୧୦୦% ନାହିଁ ବୁଝିପାରିବା ନାହିଁ, ଏବଂ ନାହିଁ ଆମ୍ଭେ ମନୁଷ୍ୟମାନଙ୍କ ସାମାନ୍ୟ ଜ୍ଞାନର ତୁଳନା
ପରମେଶ୍ୱରଙ୍କ ମହାନ ଜ୍ଞାନ ସହିତ କରିପାରିବା ଯିଏ ବ୍ରହ୍ମାଣ୍ଡର ପ୍ରବନ୍ଧନ କରନ୍ତି ।
ଯିହୋଶୂୟଙ୍କ ପରି, ଯେଉଁମାନେ ସ୍ୱୀକାର କରନ୍ତି କି ପରମେଶ୍ୱରଙ୍କ ବାକ୍ୟ ସତ୍ୟ ଅଟେ,
ସେମାନଙ୍କୁ ଆଶୀର୍ବାଦ ମିଳିବ । କିନ୍ତୁ, ଆଖନ ଏବଂ ରାଜା ଶାଉଲଙ୍କ ଯେମିତି ଲୋକ,
ଯେଉଁମାନେ ଆପଣା ବିଚାରର ପାଳନ କରୁଥାଇ ପରମେଶ୍ୱରଙ୍କ ବାକ୍ୟର
ଅବଜ୍ଞା କଲେ, ବିନଷ୍ଟ କରାଗଲେ ।
ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱର, ଯେ ଦାଉଦଙ୍କ ସଙ୍ଗରେ ଏବଂ ଯିହୋଶୂୟଙ୍କ ସଙ୍ଗରେ ଥିଲେ,
ପ୍ରତିଜ୍ଞା କରନ୍ତି କି ସେମାନେ ସର୍ବଦା ସେମାନଙ୍କ ସହିତ ଯେଉଁମାନେ ପରମେଶ୍ୱରଙ୍କ ବାକ୍ୟର ପାଳନ କରନ୍ତି,
ସମସ୍ତ ଜାତିକୁ ଶିଷ୍ୟ କରନ୍ତି ଏବଂ ସେମାନଙ୍କୁ ପିତା, ପୁତ୍ର ଏବଂ
ପବିତ୍ର ଆତ୍ମାର ନାମରେ ବାପ୍ତିସ୍ମ ଦିଅନ୍ତି ।
ଯେହେତୁ ସଦାପ୍ରଭୁ କହନ୍ତି, ଆମ୍ଭର ସଂକଳ୍ପସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ, କିଅବା ତୁମ୍ଭମାନଙ୍କର ମାର୍ଗସକଳ ଆମ୍ଭର ମାର୍ଗ ପରି ନୁହେଁ । କାରଣ ପୃଥିବୀ ଅପେକ୍ଷା ଆକାଶମଣ୍ତଳ ଯେପରି ଉଚ୍ଚ, ସେପରି ଆମ୍ଭର ମାର୍ଗସକଳ ତୁମ୍ଭମାନଙ୍କର ମାର୍ଗ ଅପେକ୍ଷା ଓ ଆମ୍ଭର ସଂକଳ୍ପ ସକଳ ତୁମ୍ଭମାନଙ୍କ ସଂକଳ୍ପ ଅପେକ୍ଷା ଉଚ୍ଚତର ଅଟେ ।
ଯିଶାଇୟ ୫୫:୮-୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି