ଯୀଶୁ ସେହି ଲୋକମାନଙ୍କୁ ଅନନ୍ତ ଜୀବନ ଦେବା ନିମନ୍ତେ ପ୍ରତିଜ୍ଞା କରିଛନ୍ତି
ଯେଉଁମାନେ ନିସ୍ତାର ପର୍ବର ରୋଟୀ ଓ ଦ୍ରାକ୍ଷାରସରେ ଭାଗ ନେଉଛନ୍ତି ।
ଯଦି ଆମ୍ଭେ ଯୀଶୁଙ୍କ ଉପରେ ବିଶ୍ୱାସ କରୁଅଛୁ, ତେବେ ଆମ୍ଭମାନଙ୍କୁ ତାହାଙ୍କ ଶିକ୍ଷାର ପାଳନ
କରିବା ଉଚିତ୍ । ଯୀଶୁ ଆପଣା ଲୋକଙ୍କୁ ନିସ୍ତାର ପର୍ବ ପାଳନ କରିବାକୁ ଆଜ୍ଞା ଦେଲେ ।
ତାଙ୍କ ଆଜ୍ଞା ଅନୁସାରେ, ପିତର ଓ ଯୋହନ ନିସ୍ତାର ପର୍ବ ପାଳନ କଲେ,
ପ୍ରଥମ ଚର୍ଚ୍ଚର କେନ୍ଦ୍ରୀୟ ବ୍ୟକ୍ତି, ପ୍ରେରିତ ପାଉଲ ଏହା ପାଳନ କଲେ,
ଆଉ ଆଜି ଆମ୍ଭେ, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟ, ଏହାକୁ ପବିତ୍ର ରୂପେ ପାଳନ କରୁଅଛୁ ।
ମନୁଷ୍ୟଙ୍କୁ ଅନନ୍ତ ଜୀବନ ଦେବା ନିମନ୍ତେ ଯେଉଁମାନେ ଜନ୍ମ ନେବା ପରେ ମରିବା ଉଚିତ୍
ଓ ସେମାନଙ୍କ ଆପଣା ସନ୍ତାନ କରିବା ପାଇଁ, ପରମେଶ୍ୱର ସେମାନଙ୍କୁ ଆପଣା ମାଂସ ଓ
ରକ୍ତ ଦେଇଛନ୍ତି । ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ନିସ୍ତାର ପର୍ବକୁ ପୁନଃସ୍ଥାପିତ କଲେ,
ଯାହା ୩୨୫ ଖ୍ରୀଷ୍ଟବ୍ଦରେ ନଷ୍ଟ କରାଯାଇଥିଲା ।
ସେ ପବିତ୍ର ଆତ୍ମାଙ୍କ ଯୁଗରେ ଆମ୍ଭମାନଙ୍କ ପରମେଶ୍ୱର ଓ ଉଦ୍ଧାରକର୍ତ୍ତା ଅଟନ୍ତି ।
ଆଉ ସେ ସେମାନଙ୍କୁ କହିଲେ, "ମୋହର ଦୁଃଖଭୋଗ ପୂର୍ବେ ମୁଁ ତୁମ୍ଭମାନଙ୍କ
ସହିତ ଏହି ନିସ୍ତାରଭୋଜ ପାଳନ କରିବାକୁ ଏକାନ୍ତ ବାଞ୍ଛା କଲି । [ଲୂକ ୨୨:୧୫]
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି