ପରମେଶ୍ୱର ବିଶ୍ୱାସର ଦୁନିଆରେ ଶାସନ କରନ୍ତି,
ଯେଉଁଠାରେ ଏମିତି କିଛି ମଧ୍ୟ ନାହିଁ ଯାହାକୁ ସମ୍ପନ୍ନ କରାଯାଇପାରିବ ନାହିଁ
ଏବଂ ସବୁକିଛି ତାଙ୍କ ଯୋଜନା ଅନୁଯାୟୀ ସମ୍ପନ୍ନ ହୁଏ ।
ପରମେଶ୍ବର ସୁଫସମୁଦ୍ରକୁ ଏକ ଯଷ୍ଠୀ ଦ୍ୱାରା ବିଭକ୍ତ କଲେ,
ଗିଦିୟୋନଙ୍କ ୩୦୦ ପୁରୁଷ ୧୩୫,୦୦୦ ସୈନିକଙ୍କୁ ପରାସ୍ତ କଲେ,
ଏବଂ ୪୦ ବର୍ଷ ମରୁଭୂମିରେ ରହିବା ସମୟରେ ଇସ୍ରାଏଲୀୟମାନଙ୍କୁ ଭୋଜନ ପ୍ରଦାନ କଲେ ।
ଏହି ସମସ୍ତ ଚମତ୍କାର ଅଟେ ଯାହା ପରମେଶ୍ୱର ବିଶ୍ୱାସର ଦୁନିଆରେ ପୂରା କଲେ,
ଏବଂ ଏହା ତୃତୀୟ ଆୟାମୀ ଦୁନିଆରେ ମଧ୍ୟ କେବେ କରାଯାଇ ପାରିବ ନାହିଁ ।
ଭୌତିକ ଦୁନିଆ ଏବଂ ବିଶ୍ୱାସର ଦୁନିଆ, ପୃଥିବୀ ଏବଂ ଚନ୍ଦ୍ରମାର ମାଧ୍ୟାକର୍ଷଣ ପରି ଭିନ୍ନ ଅଟେ ।
ଯେତେବେଳେ ଆମ୍ଭେ ଏହା ଅନୁଭବ କରୁ ଏବଂ ପରମେଶ୍ବରଙ୍କ ଉପରେ ଦୃଢ଼ ବିଶ୍ୱାସ ରଖିଥାଉ,
ଯିଏ ସବୁକିଛି କରିପାରନ୍ତି, ତେବେ ସମଗ୍ର ସଂସାରର ପରିତ୍ରାଣର କାର୍ଯ୍ୟ ସମ୍ପନ୍ନ ହେବ,
ଯାହା ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ନେତୃତ୍ୱରେ କରାଯାଇଥାଏ ।
ଯୀଶୁ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ,
“ଏହା ମନୁଷ୍ୟର ଅସାଧ୍ୟ, କିନ୍ତୁ ଈଶ୍ଵରଙ୍କର ସମସ୍ତ ସାଧ୍ୟ ।”
ମାଥିଉ ୧୯:୨୬
“ମୁଁ ଜାଣେ ଯେ, ତୁମ୍ଭେ ସବୁ କରିପାର ଓ
ତୁମ୍ଭର କୌଣସି ସଙ୍କଳ୍ପ ନିବାରଣ କରାଯାଇ ନ ପାରେ ।
‘ଜ୍ଞାନ ବିନା ମନ୍ତ୍ରଣା ଗୋପନକାରୀ ଏ କିଏ?’...”
ଆୟୁବ ୪୨:୨-୩
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି