“ଯିଏ ଯିରୀହୋ ନଗରକୁ ପୁନଃନିର୍ମାଣ କରିବ, ସେ ତାଙ୍କର ପ୍ରଥମଜାତ ପୁତ୍ର ଏବଂ ସର୍ବସାନପୁତ୍ରକୁ ହରାଇବ ।”
ଯିହୋଶୂୟଙ୍କ ଭବିଷ୍ୟବାଣୀ ୫୦୦ ବର୍ଷ ପରେ ମଧ୍ୟ ଲୋପ ପାଇଲା ନାହିଁ କିନ୍ତୁ ତାହା ପୂର୍ଣ୍ଣ ହେଲା ।
ସେହିଭଳି, ବାଇବଲରେ ଲିପିବଦ୍ଧ ହୋଇଥିବା ପ୍ରତ୍ୟେକ ଭବିଷ୍ୟବାଣୀ, ଛୋଟ ରୁ ଛୋଟ ବିବରଣୀ ପର୍ଯ୍ୟନ୍ତ, ପୂରଣ ହେଉଛି ।
“ଜଗତର ଲୋକମାନେ ମାତା ପରମେଶ୍ୱରଙ୍କ ଶିକ୍ଷା ଶିଖିବା ପାଇଁ ଚର୍ଚ୍ଚ ଅଫ୍ ଗଡ୍ କୁ ଆସିବେ ।”
ଆଜି, ମାନବଜାତି ଦେଖିପାରିବ ଯେ ସ୍ୱର୍ଗୀୟ ମାତା ଯିରୂଶାଲମଙ୍କ ଗୌରବ ବିଷୟରେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଙ୍କ ବାକ୍ୟ ସମ୍ପୂର୍ଣ୍ଣ ହେଉଛି ।
ଏହାର କାରଣ ହେଉଛି ତାହାଙ୍କ ବାକ୍ୟ ବାଇବଲର ଭବିଷ୍ୟବାଣୀ ଅଟେ ଯାହା ପରମେଶ୍ୱର ଯିଶାଇୟ, ଯିରିମୀୟ, ଯିହିଜିକଲ, ଯିଖରୀୟ ଏବଂ ପ୍ରେରିତ ଯୋହନଙ୍କ ପରି ଅନେକ ଭବିଷ୍ୟଦ୍ବକ୍ତାଙ୍କ ମାଧ୍ୟମରେ ପୂର୍ବରୁ ଭବିଷ୍ୟବାଣୀ
କରିସାରିଛନ୍ତି ।
ଏଥିରେ ଭାବବାଣୀ ଆମ୍ଭମାନଙ୍କ ନିକଟରେ ଅଧିକ ଦୃଢ଼ ହୋଇଅଛି; ତୁମ୍ଭେମାନେ ତାହା ଅନ୍ଧକାରମୟ ସ୍ଥାନରେ ପ୍ରଜ୍ଵଳିତ ହେଉଥିବା ପ୍ରଦୀପ ସଦୃଶ ମନେ କରି ରାତି ପାହାନ୍ତା ନ ହେବା ପର୍ଯ୍ୟନ୍ତ ଓ ତୁମ୍ଭମାନଙ୍କ ହୃଦୟରେ ପ୍ରଭାତୀ ତାରା ଉଦିତ ନ ହେବା ପର୍ଯ୍ୟନ୍ତ ତାହା ପ୍ରତି ମନୋଯୋଗ କଲେ ଭଲ ହେବ । ପ୍ରଥମରେ ଏହା ଜ୍ଞାତ ହୁଅ ଯେ, ଶାସ୍ତ୍ରର କୌଣସି ଭାବବାଣୀ ସ୍ଵତନ୍ତ୍ର ଭାବରେ ବ୍ୟାଖ୍ୟା କରିବାର ବିଷୟ ନୁହେଁ, କାରଣ କୌଣସି ଭାବବାଣୀ କେବେ ହେଁ ମନୁଷ୍ୟର ଇଚ୍ଛାରୁ ଉତ୍ପନ୍ନ ହୋଇ ନାହିଁ, ମାତ୍ର ଈଶ୍ଵର ପ୍ରେରିତ ମନୁଷ୍ୟମାନେ ପବିତ୍ର ଆତ୍ମାଙ୍କ ଦ୍ଵାରା ଚାଳିତ ହୋଇ କଥା କହିଥିଲେ ।
୨ପିତର ୧:୧୯-୨୧
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି