କ୍ୟାଥୋଲିକ ଚର୍ଚ୍ଚ ଏବଂ ଅନ୍ୟାନ୍ୟ ଚର୍ଚ୍ଚରେ ସିଝା ଅଣ୍ଡା ଏବଂ ଠେକୁଆ ସହିତ ଧାର୍ମିକ ସମାରୋହ ବାଇବଲରେ ଉତ୍ପନ୍ନ ହୋଇନଥିଲା ।
ତାହା ଇଷ୍ଟର ଦେବୀଙ୍କ ଆରାଧନାରୁ ଉତ୍ପନ୍ନ ହୋଇଥିଲା ।
ଯଦି ପରମେଶ୍ବରଙ୍କ ଲୋକମାନେ ଇଷ୍ଟର ଆରାଧନାରେ ଯୋଗ ଦିଅନ୍ତି, ତେବେ ସେମାନଙ୍କ ଉପରେ ବିପତ୍ତି ଆସିବ ।
ବିଶ୍ୱ ମିଶନ୍ ସଂସ୍ଥା ଚର୍ଚ୍ଚ ଅଫ୍ ଗର୍ଡ ବାଇବଲ ଅନୁଯାୟୀ ରୋଟୀ ଭାଙ୍ଗୁଥାଇ ପୁନରୁତ୍ଥାନ ଦିନକୁ ପାଳନ କରିଥାଏ ଯେପରି ୨,୦୦୦ ବର୍ଷ ପୂର୍ବେ ଯୀଶୁ ଏବଂ ତାଙ୍କ ଶିଷ୍ୟମାନେ ପାଳନ କରିଥିଲେ ।
ଆଉ, ସେମାନଙ୍କ ସହିତ ଭୋଜନରେ ବସିଲା ଉତ୍ତାରେ ସେ ରୋଟୀ ଘେନି ଆଶୀର୍ବାଦ କଲେ, ପୁଣି ତାହା ଭାଙ୍ଗି ସେମାନଙ୍କୁ ଦେବାକୁ ଲାଗିଲେ ।
ତହିଁରେ ସେମାନଙ୍କ ଚକ୍ଷୁ ଉନ୍ମୁକ୍ତ ହେଲା ଓ ସେମାନେ ତାହାଙ୍କୁ ଚିହ୍ନିଲେ; ଆଉ, ସେ ସେମାନଙ୍କ ଦୃଷ୍ଟିରୁ ଅନ୍ତର୍ହିତ ହେଲେ ।
ଲୂକ ୨୪:୩୦-୩୧
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି