ଯେପରି ଲୋକମାନେ ନିଜ ମାତାଙ୍କ ସ୍ୱର ମାଧ୍ୟମରେ ଶାନ୍ତି ଏବଂ ସାନ୍ତ୍ୱନା ପାଇଥା’ନ୍ତି, ଯାହା ସେମାନେ ଗର୍ଭରେ ଶୁଣିଥିଲେ, ସେହିପରି ପରମେଶ୍ୱରଙ୍କ ସନ୍ତାନମାନଙ୍କୁ ମଧ୍ୟ ମାତା ପରମେଶ୍ୱରଙ୍କ ସ୍ୱର ଶୁଣି ଆତ୍ମିକ ଶାନ୍ତି ମିଳିବ
ପ୍ରାୟ ୨,୦୦୦ ବର୍ଷ ପୂର୍ବେ, ଯୀଶୁ କହିଥିଲେ, “କେହି ଯଦି ତୃଷିତ ହୁଏ, ତେବେ ସେ ମୋ’ ନିକଟକୁ ଆସି ଜୀବନଦାୟକ ଜଳ ପାନ କରୁ,” କିନ୍ତୁ ପବିତ୍ର ଆତ୍ମାଙ୍କ ଯୁଗରେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର ଏକତ୍ର ପରିତ୍ରାଣର ସ୍ୱର ପ୍ରଚାର କରନ୍ତି ।
ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ କହିଛନ୍ତି, “ଯିହୋଶୂୟ ମୋଶାଙ୍କୁ ଅନୁସରଣ କଲେ, ଇଲୀଶାୟ ଏଲିୟଙ୍କୁ ଅନୁସରଣ କଲେ, ପିତର ଯୀଶୁଙ୍କୁ ଅନୁସରଣ କଲେ, ଏବଂ ମୁଁ ମାତାଙ୍କୁ ଅନୁସରଣ କରେ ।”
ଏହାର କାରଣ ହେଉଛି ଯେବେ ସେମାନେ ମାତା ପରମେଶ୍ୱରଙ୍କ ସ୍ୱର ଶୁଣନ୍ତି ତେବେ
ମାନବଜାତିକୁ ଉଦ୍ଧାର କରାଯାଇ ପାରିବ ।
ଆତ୍ମା ଓ କନ୍ୟା କହନ୍ତି, ଆସ । ପୁଣି ଯେ ଶୁଣେ, ସେ କହୁ, ଆସ । ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ ।
ପ୍ରକାଶିତ ବାକ୍ୟ ୨୨:୧୭
ଯେପରି ଜଣକୁ ତାହାର ମାତା ସାନ୍ତ୍ଵନା କରେ, ସେହିପରି ଆମ୍ଭେ ତୁମ୍ଭମାନଙ୍କୁ ସାନ୍ତ୍ଵନା କରିବା ଓ ତୁମ୍ଭେମାନେ ଯିରୂଶାଲମରେ ସାନ୍ତ୍ଵନା ପାଇବ ।
ଯିଶାଇୟ ୬୬:୧୩
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି