ବାଇବଲ ଭବିଷ୍ୟବାଣୀ କରେ ଯେ, ପରମେଶ୍ୱର ଶରୀରରେ ଆସି ଦାଉଦଙ୍କ ସିଂହାସନରେ ରାଜତ୍ୱ କରିବେ। ଏହାର ଅର୍ଥ ହେଉଛି, ଯେପରି ଦାଉଦ ୩୦ ବର୍ଷ ବୟସରେ ସିଂହାସନରେ ବସିଥିଲେ, ସେହିପରି ଯେତେବେଳେ ପରମେଶ୍ୱର ଶରୀରରେ ଆସିବେ, ସେ ୩୦ ବର୍ଷ ବୟସରେ ବାପ୍ତିଜିତ ହେବେ ଏବଂ ତାହାଙ୍କର ସୁସମାଚାର ସେବା ଆରମ୍ଭ କରିବେ। ପରମେଶ୍ୱର ଯେତେବେଳେ ଶରୀରରେ ଆସନ୍ତି, ତାହାଙ୍କୁ ଚିହ୍ନିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଚିହ୍ନ ଅଟେ।
କିନ୍ତୁ, ରାଜା ଦାଉଦଙ୍କ ପରି ନୁହେଁ, ଯିଏ ୪୦ ବର୍ଷ ଧରି ରାଜତ୍ୱ କରିଥିଲେ, ଯୀଶୁ ସ୍ୱର୍ଗକୁ ଯିବା ପୂର୍ବରୁ ତିନି ବର୍ଷ ପର୍ଯ୍ୟନ୍ତ ତାହାଙ୍କର ସୁସମାଚାର ସେବା କରିଥିଲେ। ତେଣୁ, ଭବିଷ୍ୟବାଣୀର ବାକି ୩୭ ବର୍ଷ ପୂରଣ କରିବା ପାଇଁ, ପରମେଶ୍ୱରଙ୍କୁ ପୁଣି ଥରେ ଶରୀରରେ ଆସିବାକୁ ହେବ।
ଦାଉଦଙ୍କ ରାଜତ୍ୱର ଭବିଷ୍ୟବାଣୀ ଅନୁସାରେ, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ୩୦ ବର୍ଷ ବୟସରେ ବାପ୍ତିଜିତ ହୋଇଥିଲେ ଏବଂ ସୁସମାଚାର ସେବାର ବାକି ୩୭ ବର୍ଷ ପୂରଣ କରିଥିଲେ। ସେ ନିତ୍ୟସ୍ଥାୟୀ ନିୟମ, ନୂତନ ନିୟମର ନିସ୍ତାରପର୍ବ ମଧ୍ୟ ଆଣିଥିଲେ, ଯାହା ଦାଉଦଙ୍କ ଚିହ୍ନ ଅଟେ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି