ପରମେଶ୍ୱର ୩,୫୦୦ ବର୍ଷ ପୂର୍ବେ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ପୁରାତନ ନିୟମର
ସମସ୍ତ ପର୍ବର ନାମ ଓ ତାରିଖ ପ୍ରଥମରୁ ହିଁ ନିର୍ଦ୍ଧାରିତ କରିଥିଲେ
ଆଉ ଆମ୍ଭମାନଙ୍କୁ ପୁନରୁତ୍ଥାନ ଦିନ (ପ୍ରଥମ ଫଳର ପର୍ବ) ଦ୍ୱାରା
୫୦ ତମ ଦିନରେ ପେଣ୍ଟିକଷ୍ଟ ଦିନକୁ ପାଳନ କରିବାର ଆଜ୍ଞା ଦେଲେ ।
ଯୀଶୁଙ୍କ ପୁନରୁତ୍ଥାନ ପରେ, ଶିଷ୍ୟମାନେ ସ୍ୱର୍ଗାରୋହଣ ଦିନରୁ
ଦଶ ଦିନ ନିମନ୍ତେ ଉତ୍ସାହର ସହିତ ପ୍ରାର୍ଥନା କଲେ ଓ ପେଣ୍ଟିକଷ୍ଟର ଦିନ
ପବିତ୍ର ଆତ୍ମା ପ୍ରାପ୍ତ କଲେ; ସେମାନେ ପବିତ୍ର ଆତ୍ମାଙ୍କ ମହାନ କାର୍ଯ୍ୟକୁ ଦେଖିଲେ,
ଯେଉଁଠି ଗୋଟିଏ ଦିନରେ ତିନି ହଜାର ଲୋକଙ୍କର ଉଦ୍ଧାରରେ ନେତୃତ କରାଯାଇଥିଲା ।
ସେହି ପ୍ରକାର, ଚର୍ଚ୍ଚ ଅଫ୍ ଗଡ୍ ର ବିଶ୍ୱାସୀ ବାକ୍ୟର ଅନୁସାରେ ପେଣ୍ଟିକଷ୍ଟର ଦିନକୁ
ପାଳନ କରୁଛନ୍ତି ଓ ଶେଷ ବୃଷ୍ଟିର ପବିତ୍ର ଆତ୍ମାଙ୍କ ଦ୍ୱାରା ଲୋକଙ୍କୁ ଆପଣା ପୂରା
ହୃହୟ ଓ ମନରେ ଜାଗ୍ରତ କରୁଥାଇ, ପବିତ୍ର ଆତ୍ମାଙ୍କ ଯୁଗରେ ଉଦ୍ଧାରକର୍ତ୍ତା,
ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ ବିଷୟରେ ପୂରା ଦୁନିଆକୁ ସାକ୍ଷ୍ୟ ଦେଉଅଛି ।
କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମ୍ଭେମାନେ ଶକ୍ତିପ୍ରାପ୍ତ ହେବ,
ଆଉ ଯିରୂଶାଲମ, ସମସ୍ତ ଯିହୁଦା ପ୍ରଦେଶ ଓ ଶମିରୋଣ,
ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ ।
ପ୍ରେରିତ ୧:୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି