କାର୍ଯ୍ୟ “ଅନ୍ତିମ ଭୋଜ” ଦୁନିଆର ସମସ୍ତ ଲୋକଙ୍କ ପାଇଁ ଜଣାଶୁଣା ।
ଯୀଶୁଙ୍କୁ ନୂତନ ନିୟମ ନିସ୍ତାର ପର୍ବକୁ ପାଳନ କରିବା ପାଇଁ ଏକାନ୍ତ ବାଞ୍ଛା ଥିଲା ।
କେବଳ ଏହି ସତ୍ୟର ମାଧ୍ୟମରେ, ଆମ୍ଭେ ପରମେଶ୍ୱରଙ୍କ ନେତୃତ୍ୱରେ
ସ୍ୱର୍ଗ ଯିବାର ପଥରେ ସଠିକ୍ ଭାବେ ଚାଲିପାରିବା ।
ନିସ୍ତାର ପର୍ବ ଏକ ଏପରି ବର୍ବ ଯାହାକୁ ପାଳନ କରିବା ଦ୍ୱାରା ଯୋଶୀୟ, ହିଜକୀୟ
ଓ ଯିହୋଶୂୟ ସମସ୍ତଙ୍କ ପ୍ରଶଂସା କରାଗଲା । ଜୀବନର ଏହି ପର୍ବ
ସେମାନେ ପ୍ରଚୁର ଆଶୀର୍ବାଦର ସହିତ ଯୁଦ୍ଧରେ ବିଜୟ ପ୍ରାପ୍ତ କରାଇଲା ।
ପବିତ୍ର ଆତ୍ମାଙ୍କ ଯୁଗରେ, ମାନବ ଜାତି ଜୀବନ ଓ ସ୍ୱର୍ଗର ପ୍ରତିଜ୍ଞାକୁ
ପ୍ରାପ୍ତ କରିପାରିବେ ଯେବେ ସେମାନେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ସ୍ୱର୍ଗୀୟ ମାତାଙ୍କ
ଉଦାହରଣ ଅନୁସାରେ ନିସ୍ତାର ପର୍ବକୁ ପାଳନ କରନ୍ତି ।
କାରଣ ତୁମ୍ଭମାନଙ୍କ ପ୍ରତି ମୁଁ ଯେପରି କରିଅଛି, ତୁମ୍ଭେମାନେ ମଧ୍ୟ ଯେ ସେପରି କର, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି । ଯୋହନ ୧୩:୧୫
ଆଉ, ସେ ସେମାନଙ୍କୁ କହିଲେ, “ମୋହର ଦୁଃଖଭୋଗ ପୂର୍ବେ ମୁଁ ତୁମ୍ଭମାନଙ୍କ ସହିତ ଏହି ନିସ୍ତାର ଭୋଜ ପାଳନ କରିବାକୁ ଏକାନ୍ତ ବାଞ୍ଛା କଲି ।” ଲୂକ ୨୨:୧୫
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି