୨,୦୦୦ ବର୍ଷ ପୂର୍ବେ, ଯୀଶୁ ନୂତନ ନିୟମ ନିସ୍ତାର ପର୍ବ ଦ୍ୱାରା
ମାନବ ଜାତିଙ୍କ ପାପକୁ କ୍ଷମା କଲେ ଓ ପରଦିନ
ଖମୀରଶୂନ୍ୟ ରୋଟୀର ପର୍ବରେ କ୍ରୁଶର ଦୁଃଖ ଓ କଷ୍ଟ ସ୍ୱୟଂ ଉଠାଇଲେ ।
ଏହା ଆପଣା ସନ୍ତାନଙ୍କ ପାପକୁ ଆପଣା ପିଠିରେ ବହନ କରିବାର ତାଙ୍କର ମହାନ ପ୍ରେମ ଥିଲା ।
ପାପ କ୍ଷମାର ପଥ ଯାହା ଆନ୍ ସାଙ୍ଗ୍ ହୋଙ୍ଗ୍ ପରମେଶ୍ୱର
ଓ ମାତା ପରମେଶ୍ୱର ଖୋଲି ଦେଲେ ଯେଉଁମାନେ ଏହି ଯୁଗରେ
ମାନବ ଜାତିଙ୍କ ଉଦ୍ଧାର ନିମନ୍ତେ ଏହି ପୃଥିବୀରେ ପୁନର୍ବାର ଆସିଲେ ।
ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟ ଯେଉଁମାନେ ପରମେଶ୍ୱରଙ୍କ ମହାନ ପ୍ରେମ ଦ୍ୱାରା
ଉଦ୍ଧାରର ଅନୁଗ୍ରହ ପ୍ରାପ୍ତ କରିଛନ୍ତି, ସ୍ୱର୍ଗ ଆଡ଼କୁ ଆଶା ହରାଇବା ବିନା
ଧନ୍ୟବାଦ ସହିତ ଆପଣା ବିଶ୍ୱାସ ବଜାୟ ରଖୁଛନ୍ତି ।
“ଏଥିରେ ହିଁ ଈଶ୍ଵରଙ୍କ ପ୍ରେମ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହୋଇଅଛି
ଯେ, ସେ ଆପଣାର ଅଦ୍ଵିତୀୟ ପୁତ୍ରଙ୍କୁ ଜଗତକୁ ପ୍ରେରଣ କଲେ,
ଯେପରି ଆମ୍ଭେମାନେ ତାହାଙ୍କ ଦ୍ଵାରା ଜୀବନ ପ୍ରାପ୍ତ ହେଉ ।” ୧ଯୋହନ ୪:୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି