ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନଙ୍କ ମାନିବା ଅଟେ କି ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍
ଦ୍ୱିତୀୟ ଆଗମନ ଖ୍ରୀଷ୍ଟ ଅଟନ୍ତି କାରଣ ସେ ମାନବଜାତିକୁ,
ଯେଉଁମାନଙ୍କୁ ସଦସତ୍ ଜ୍ଞାନ ଦାୟକ ବୃକ୍ଷରୁ ଭୋଜନ କରିବାର ପାପ କାରଣରୁ ମରିବାକୁ
ନିଯୁକ୍ତ କରାଯାଇଥିଲା, ପୁଣିଥରେ ଅମୃତ ବୃକ୍ଷରୁ ଭୋଜନ କରିବାକୁ ଅନୁମତି ଦେଇଛନ୍ତି
ଏବଂ ନୂତନ ନିୟମର ନିସ୍ତାର ପର୍ବ ମାଧ୍ୟମରେ ଅନନ୍ତ ଜୀବନର ପ୍ରତିଜ୍ଞା କରିଛନ୍ତି
ଯାହା ଅମୃତ ବୃକ୍ଷର ବାସ୍ତବିକତା ଅଟେ ।
ଯେଉଁ ପ୍ରକାର ଯିହୂଦୀମାନେ ୨,୦୦୦ ବର୍ଷ ପୂର୍ବେ ଯୀଶୁଙ୍କୁ କେବଳ ଜଣେ ବଢ଼େଇର ପୁତ୍ର ମାନୁଥାଇ ନିର୍ଯ୍ୟାତନା ଦେଇଥିଲେ,
ସେହି ପ୍ରକାର ଆଜି ମଧ୍ୟ ବହୁତ ଲୋକ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଙ୍କୁ ମାନନ୍ତି ନାହିଁ ଯିଏ ପରିତ୍ରାଣ ଦେବାକୁ ଆସିଛନ୍ତି ।
କିନ୍ତୁ, ଯେଉଁମାନେ ରକ୍ଷା ପାଇବେ ନୂତନ ନିୟମର ନିସ୍ତାର ପର୍ବକୁ ଅନୁଭବ କରନ୍ତି
ଯାହାକି ଅମୃତ ବୃକ୍ଷର ବାସ୍ତବିକତା ଅଟେ ଏବଂ ତାହା ପାଖକୁ ଆସନ୍ତି ।
ପୁଣି, ସୈନ୍ୟାଧିପତି ସଦାପ୍ରଭୁ... ସୁନିର୍ମଳୀକୃତ ପୁରାତନ ଦ୍ରାକ୍ଷାରସର ଏକ ଭୋଜ ପ୍ରସ୍ତୁତ କରିବେ ।... ସେ ମୃତ୍ୟୁକୁ ଅନନ୍ତ କାଳ ନିମନ୍ତେ ଗ୍ରାସ କରିଅଛନ୍ତି ଓ ପ୍ରଭୁ, ସଦାପ୍ରଭୁ, ସମସ୍ତଙ୍କ ମୁଖରୁ ଲୋତକ ଜଳ ପୋଛି ଦେବେ ଓ ସମୁଦାୟ ପୃଥିବୀରୁ ଆପଣା ଲୋକମାନଙ୍କର ଦୁର୍ନାମ ଦୂର କରିବେ; କାରଣ ସଦାପ୍ରଭୁ ଏହି କଥା କହିଅଛନ୍ତି । ପୁଣି, ସେଦିନ ଏହି କଥା କୁହାଯିବ, “ଦେଖ, ଏହି ଆମ୍ଭମାନଙ୍କର ପରମେଶ୍ଵର ।”
ଯିଶାଇୟ ୨୫:୬-୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି