ପରମେଶ୍ୱର ସେହି ଚର୍ଚ୍ଚକୁ ଯିଏ ତାଙ୍କ ପର୍ବକୁ ପାଳନ କରିଥାଏ, ସିୟୋନ କହିଲେ ।
ଏକମାତ୍ର ଚର୍ଚ୍ଚ ଯାହା ବାଇବଲରେ ଲିପିବଦ୍ଧ ପରମେଶ୍ୱରଙ୍କ ପର୍ବ, ବିଶ୍ରାମ ଦିନ, ନିସ୍ତାରପର୍ବ, ଖମୀରଶୂନ୍ୟ ରୋଟୀର ପର୍ବ, ପ୍ରଥମ ଫଳର ପର୍ବ, ପେଣ୍ଟିକଷ୍ଟ ଦିନ, ତୂରୀଧ୍ୱନି ପର୍ବ, ପ୍ରାୟଶ୍ଚିତ୍ତ ଦିନ ଏବଂ ପତ୍ରକୁଟୀର ପର୍ବକୁ ପାଳନ କରିଥାଏ ଚର୍ଚ୍ଚ ଅଫ୍ ଗଡ୍ ଅଟେ ।
ଯୀଶୁ ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ ପଶୁମାନଙ୍କ ରକ୍ତ ଦ୍ୱାରା ନୁହେଁ, ବରଂ ନିଜର ମୂଲ୍ୟବାନ ରକ୍ତ ଦ୍ୱାରା ନୂତନ ନିୟମର ସ୍ଥାପନ କଲେ ।
ସେ ଆମ୍ଭକୁ ଏହା ମଧ୍ୟ ଶିଖାଇଲେ ଯେ ସ୍ଥାନ ଯେଉଁଠାରେ ନୂତନ ନିୟମର ପର୍ବ ପାଳନ କରାଯାଏ, ସେହି ସ୍ଥାନ ସିୟୋନ ଅଟେ, ଯେଉଁଠାରେ ମାନବଜାତିର ପରିତ୍ରାଣ ଦିଆଯାଏ ।
କିନ୍ତୁ, ନୂତନ ନିୟମର ପର୍ବ ଅନ୍ଧକାର ଯୁଗରେ ଅଦୃଶ୍ୟ ହେଲା, ଏବଂ ସିୟୋନ ନଷ୍ଟ କରାଗଲା ।
ଆଜି, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ସିୟୋନକୁ ପୁନର୍ନିର୍ମାଣ କରିଛନ୍ତି ଯାହା ନଷ୍ଟ ହୋଇଯାଇଥିଲା ।
କାରଣ ସଦାପ୍ରଭୁ ସିୟୋନକୁ ପୁନର୍ନିର୍ମାଣ କରିଅଛନ୍ତି ଓ ସେ ଆପଣା ଗୌରବରେ ଦର୍ଶନ ଦେଇଅଛନ୍ତି ।
ଗୀତସଂହିତା ୧୦୨:୧୬
ଆମ୍ଭମାନଙ୍କର ପବିତ୍ର ସଭାସ୍ଥାନ ସିୟୋନ ନଗର ପ୍ରତି ଦୃଷ୍ଟି କର; ତୁମ୍ଭର ଚକ୍ଷୁ ଶାନ୍ତିମୟ ବସତି-ସ୍ଥାନ ଯିରୂଶାଲମକୁ ଦେଖିବ, ତାହା ଅଟଳ ତମ୍ଵୁ ସ୍ଵରୂପ... ମାତ୍ର ସେଠାରେ ସଦାପ୍ରଭୁ ପ୍ରତାପରେ ଆମ୍ଭମାନଙ୍କର ସହବର୍ତ୍ତୀ ହେବେ... ସଦାପ୍ରଭୁ ଆମ୍ଭମାନଙ୍କର ରାଜା, ସେ ଆମ୍ଭମାନଙ୍କର ପରିତ୍ରାଣ କରିବେ ।
ଯିଶାଇୟ ୩୩:୨୦-୨୨
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି