ଏହି ପୃଥିବୀରେ ଶରୀର ଧାରଣ କରି ଆସିଥିବା ପରମେଶ୍ୱରଙ୍କୁ ଚିହ୍ନିବାର ବୁଦ୍ଧି, ବାଇବଲରେ ଅଛି ।
ତେଣୁ, ଯେଉଁମାନେ ପଚାରନ୍ତି, “ପିତା ଆନ୍ ସାଙ୍ଗ ହୋଙ୍ଗ୍ ଦ୍ୱିତୀୟ ଆଗମନ ଖ୍ରୀଷ୍ଟ, ପରମେଶ୍ୱର କାହିଁକି?” ଆମ୍ଭେ ପରମେଶ୍ୱରଙ୍କ ପରିଚୟ ପତ୍ର, ବାଇବଲ ଦେଖାଇବା ଉଚିତ୍ ।
ଯୀଶୁ ନିସ୍ତାରପର୍ବ ଦିନ ରୋଟୀ ଭୋଜନ ଏବଂ ଦ୍ରାକ୍ଷାରସ ପାନ କରୁଥିବା ବ୍ୟକ୍ତିକୁ ଅନନ୍ତ ଜୀବନ ପ୍ରଦାନ କଲେ ।
କିନ୍ତୁ, ୩୨୫ ରେ ନିକିଆ ପରିଷଦରେ ନିସ୍ତାରପର୍ବ ନଷ୍ଟ ହେବା ପରେ ପ୍ରାୟ ୧,୬୦୦ ବର୍ଷ ପର୍ଯ୍ୟନ୍ତ କେହି ମଧ୍ୟ ଏହାକୁ ପାଲନ କଲେ ନାହିଁ ।
ପବିତ୍ର ଆତ୍ମାଙ୍କ ଯୁଗରେ, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଚର୍ଚ୍ଚ ଅଫ୍ ଗଡ୍ ରେ ନିସ୍ତାରପର୍ବ ମାଧ୍ୟମରେ ଅନନ୍ତ ଜୀବନ ଦେଇଛନ୍ତି ।
ଏହିପରି, ସେ ପରମେଶ୍ୱର ଅଟନ୍ତି ଯିଏ ସୁନିର୍ମଳିକୃତ ପୁରାତନ ଦ୍ରାକ୍ଷାରସ ଦ୍ୱାରା ମୃତ୍ୟୁକୁ ବିନଷ୍ଟ କଲେ ।
ତୁମ୍ଭେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ, କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ; ଆଉ, ସେହି ଧର୍ମଶାସ୍ତ୍ର ମୋ’ ବିଷୟରେ ସାକ୍ଷ୍ୟ ଦେଉଅଛି ।
ଯୋହନ ୫:୩୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି