ଯେମିତି ପରମେଶ୍ୱର ନୋହଙ୍କ ସମୟରେ ଜଳ ଦ୍ୱାରା ଜଗତକୁ ନଷ୍ଟ କରିବା ପୂର୍ବରୁ ଏକ ଆଶ୍ରୟସ୍ଥଳ ଭାବରେ ଜାହାଜକୁ ପ୍ରଦାନ କରିଥିଲେ, ସେହିପରି ପରମେଶ୍ୱର ଆତ୍ମିକ ଦାଉଦଙ୍କ ରୂପରେ ଆସିଛନ୍ତି, ଆତ୍ମିକ ସିୟୋନର ସ୍ଥାପନା କଲେ ଯେଉଁଠାରେ ପରମେଶ୍ବରଙ୍କ ପର୍ବ ପାଳନ କରାଯାଏ ଏବଂ ଶେଷ ଦିନରେ ଅଗ୍ନି ଦ୍ୱାରା ଜଗତର ବିଚାର କରିବା ପୂର୍ବରୁ ମାନବଜାତିଙ୍କୁ ସିୟୋନରେ ପଳାୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଯୀଶୁଙ୍କ ଆରୋହଣ ପରେ, ଶୟତାନ ପରମେଶ୍ବରଙ୍କ ପର୍ବଗୁଡ଼ିକୁ ନଷ୍ଟ କରି ସିୟୋନକୁ ଧ୍ୱଂସ କରିବାକୁ ଚେଷ୍ଟା କଲା, କିନ୍ତୁ ଭବିଷ୍ୟବାଣୀ ଅନୁଯାୟୀ, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ତିନିଥରକେ ସାତୋଟି ପର୍ବ ଏବଂ ବିଶ୍ରାମ ଦିନକୁ ପୁନଃସ୍ଥାପନ କଲେ ।
ତେଣୁ, ଚର୍ଚ୍ଚ ଅଫ୍ ଗଡ୍ ସର୍ବଦା ପରିତ୍ରାଣର ଆଶା ସହିତ ଆନନ୍ଦ ଏବଂ ଖୁସିର ସ୍ୱରରେ ପରିପୂର୍ଣ୍ଣ ହୋଇଥାଏ ।
କାରଣ ସଦାପ୍ରଭୁ ସିୟୋନକୁ ସାନ୍ତ୍ଵନା କରିଅଛନ୍ତି; ସେ ତାହାର ଉତ୍ସନ୍ନ ସ୍ଥାନସବୁକୁ ସାନ୍ତ୍ଵନା କରିଅଛନ୍ତି; ସେ ତାହାର ପ୍ରାନ୍ତରକୁ ଏଦନ ତୁଲ୍ୟ ଓ ତାହାର ମରୁଭୂମିକି ସଦାପ୍ରଭୁଙ୍କ ଉଦ୍ୟାନ ତୁଲ୍ୟ କରିଅଛନ୍ତି; ଆନନ୍ଦ ଓ ଉଲ୍ଲାସ, ଧନ୍ୟବାଦ ଓ ସଙ୍ଗୀତଧ୍ଵନି ତହିଁ ମଧ୍ୟରେ ହେବ ।
ଯିଶାଇୟ ୫୧:୩
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି