ଯେମିତି ଏହି ପୃଥିବୀରେ ଶାରୀରିକ ପରିବାର ଅଛି, ସେହିପରି ସ୍ୱର୍ଗରେ ଏକ ସ୍ୱର୍ଗୀୟ ପରିବାର ଅଛି ।
ନୂତନ ନିୟମର ନିସ୍ତାରପର୍ବରେ ପରମେଶ୍ୱରଙ୍କ ମାଂସ ଏବଂ ରକ୍ତର ପ୍ରତିଜ୍ଞା କରାଯାଇଛି ।
ଏହି ନିସ୍ତାରପର୍ବ ମାଧ୍ୟମରେ, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱରଙ୍କ ପୁତ୍ର ଓ କନ୍ୟା ହୋଇଛନ୍ତି, ଏବଂ ସ୍ୱର୍ଗୀୟ ପରିବାର ହୋଇଗଲେ ।
ପ୍ରକୃତ ସ୍ୱର୍ଗୀୟ ପରିବାରର ସଦସ୍ୟମାନେ ପରସ୍ପରର ଯତ୍ନ ନିଅନ୍ତି ଏବଂ ପରସ୍ପର ସହିତ ମିଳିତ ହୁଅନ୍ତି ଯାହାଦ୍ୱାରା କେହି ଏକୁଟିଆ ଅନୁଭବ କରିବେ ନାହିଁ ।
ଆହୁରି ମଧ୍ୟ, ସେମାନେ ପରମେଶ୍ୱର ବାକ୍ୟ ଦ୍ୱାରା ଶକ୍ତିଶାଳୀ ହୋଇ ସ୍ୱର୍ଗରାଜ୍ୟର ପଥରେ ଚାଲନ୍ତି ।
ସେମାନେ ଯାହାର ସେବା କରନ୍ତି, ତାହା ସ୍ଵର୍ଗୀୟ ବିଷୟଗୁଡ଼ିକର ଦୃଷ୍ଟାନ୍ତ ଓ ଛାୟାମାତ୍ର,...
ଏବ୍ରୀ ୮:୫
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ଯୁଗ ଶୀଘ୍ର ପାଖେଇ ଆସୁଛି ।
କିନ୍ତୁ, ପରମେଶ୍ୱର ତାଙ୍କ ସନ୍ତାନମାନଙ୍କୁ ଆଶୀର୍ବାଦ ଦେବା ପାଇଁ ସୁସମାଚାରକୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ଦାୟିତ୍ ଦେଇ ନାହାଁନ୍ତି ।
ପରମେଶ୍ୱର ଆପଣା ସନ୍ତାନମାନଙ୍କୁ ହଜିଯାଇଥିବା ସ୍ୱର୍ଗୀୟ ପରିବାର ସଦସ୍ୟଙ୍କୁ ଶୀଘ୍ର ଖୋଜିବା ଏବଂ ଏକତ୍ର ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା ପାଇଁ ପ୍ରବୁଦ୍ଧ କଲେ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି