ଭବିଷ୍ୟଦ୍ବକ୍ତାମାନେ ମାନବଜାତିଙ୍କୁ ଏହା କେବେ ନ ଭୁଲିବା ପାଇଁ କହିଲେ ଯେ ବିଚାର ଦିନ ହେବ
କାରଣ ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିଗତ ଜୀବନ ସହିତ
ତାଙ୍କର ବିଶ୍ୱାସର ଜୀବନକୁ ପରମେଶ୍ୱରଙ୍କ ପୁସ୍ତକରେ ଲେଖା ହୋଇଛି ।
ପରମେଶ୍ୱର ପ୍ରତ୍ୟେକ ବ୍ୟକ୍ତିର ବିଚାର ସେହି ଅନୁଯାୟୀ କରିବେ ଯେପରି ପୁସ୍ତକରେ ଲେଖା ଅଛି ।
ସ୍ୱର୍ଗର ପାପୀ ଲୋକମାନଙ୍କୁ ନୂତନ ନିୟମର ସତ୍ୟ ଦେବା ପାଇଁ
ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର ଏହି ପୃଥିବୀକୁ ଆସିଲେ ।
ସେମାନେ ଏପରି ଏହେତୁ କଲେ ଯାହାଦ୍ୱାରା ସମଗ୍ର ମାନବଜାତି
ପାପ କ୍ଷମା ପାଇପାରିବେ ଏବଂ ବିଚାର ଦିନ ସ୍ୱର୍ଗକୁ ଫେରିଯାଇ ପାରନ୍ତୁ ।
କାହାରି କାହାରି ପାପ ବିଚାର ପୂର୍ବରୁ, କାହାରି କାହାରି
ଅବା ପରେ ପ୍ରକାଶ ପାଏ । ସେହି ପ୍ରକାରେ ମଧ୍ୟ
ସତ୍କାର୍ଯ୍ୟ ପୂର୍ବରୁ ପ୍ରକାଶିତ ହୁଏ, ଆଉ ଯାହା ପ୍ରକାଶିତ
ହୁଏ ନାହିଁ, ତାହା ଗୁପ୍ତ ରଖାଯାଇ ପାରେ ନାହିଁ ।
୧ତୀମଥି ୫:୨୪-୨୫
“ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେମାତ୍ର ମୃତ୍ୟୁ,
ଆଉ, ତାହା ପରେ ବିଚାର ନିରୂପିତ ଅଛି”
ଏବ୍ରୀ ୯:୨୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି