ଯେପରି ଏହି ପୃଥିବୀରେ ବ୍ୟବସ୍ଥା ଅଛି, ସେହିପରି ପରମେଶ୍ୱରଙ୍କ ମଧ୍ୟ ମାନବଜାତିର ପରିତ୍ରାଣ ପାଇଁ ବ୍ୟବସ୍ଥା ଅଛି ।
ଯେମିତି ଯିହୁଦାର ରିହବୀୟାମ୍ ଓ ଇସ୍ରାଏଲର ଯାରବୀୟାମ୍ ଅତୀତରେ ଦର୍ଶାଇଥିବା, ରାଜ୍ୟ ଏବଂ ଲୋକମାନେ ଯେଉଁମାନେ ପରମେଶ୍ବରଙ୍କ ବ୍ୟବସ୍ଥା ପାଳନ କରନ୍ତି ନାହିଁ, ଶେଷରେ ବିପତ୍ତି ଓ ଦଣ୍ଡ ପାଇବେ ।
ବାଇବଲ କୁହେ ଯେ ଯେଉଁମାନେ ପରମେଶ୍ବରଙ୍କ ବ୍ୟବସ୍ଥା ତ୍ୟାଗ କରନ୍ତି ସେମାନେ ପରମେଶ୍ୱରଙ୍କୁ ତ୍ୟାଗ କରନ୍ତି ।
ଜଗତର ଅଧିକାଂଶ ଚର୍ଚ୍ଚ ମଧ୍ୟରୁ, ପରମେଶ୍ୱର ସେହି ଚର୍ଚ୍ଚ ସହିତ ଅଛନ୍ତି ଯେ ପରମେଶ୍ୱରଙ୍କ ବ୍ୟବସ୍ଥା[ଆଜ୍ଞା] ର ପାଳନ କରେ ଏବଂ ବିପତ୍ତିରେ ଏବଂ ଏହା ପର୍ଯ୍ୟନ୍ତ ଯେ ଶୟତାନ ବିରୁଦ୍ଧରେ ମହାନ ଯୁଦ୍ଧରେ ମଧ୍ୟ ସେମାନଙ୍କ ନେତୃତ୍ୱ କରନ୍ତି ।
ଅନନ୍ତର ରିହବୀୟାମ୍ଙ୍କର ରାଜ୍ୟ ସୁସ୍ଥିର ଓ ସେ ବଳବାନ ହୁଅନ୍ତେ, ସେ ଓ ତାଙ୍କ ସଙ୍ଗେ ସମଗ୍ର ଇସ୍ରାଏଲ ସଦାପ୍ରଭୁଙ୍କ ବ୍ୟବସ୍ଥା ପରିତ୍ୟାଗ କଲେ ।
ଆଉ ସେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟଲଙ୍ଘନ କରିବାରୁ ରିହବୀୟାମ୍ ରାଜାଙ୍କର ଅଧିକାରର ପଞ୍ଚମ ବର୍ଷରେ ମିସରର ରାଜା ଶୀଶକ୍...
୨ବଂଶାବଳୀ ୧୨:୧-୨
ସେଥିରେ ସର୍ପ ସ୍ତ୍ରୀଲୋକଙ୍କ ଉପରେ ମହାକ୍ରୁଦ୍ଧ ହୋଇ, ତାହାଙ୍କ ବଂଶର ଯେଉଁ ଅବଶିଷ୍ଟ ଲୋକମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦାନ କରନ୍ତି, ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଚାଲିଗଲା ।
ପ୍ରକାଶିତ ବାକ୍ୟ ୧୨:୧୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି