ଏହି ପ୍ରୋଟିନ ଆଧାରିତ ଶରୀରରେ କୌଣସି ବ୍ୟକ୍ତି ଜୀବନ୍ତ ଜନ୍ମ ହେବାର ସମ୍ଭାବନା କ୍ରମାଗତ ଭାବରେ ଚାଳିଶ ଥର ଲଟେରୀର ପ୍ରଥମ ପୁରସ୍କାର ଜିତିବାର ସମ୍ଭାବନା ଠାରୁ କମ୍ ଅଟେ ।
ସମସ୍ତ ବାଇବଲରେ, ପରମେଶ୍ୱରଙ୍କ ବାକ୍ୟଗୁଡ଼ିକୁ ଅତି ସ୍ପଷ୍ଟ ଭାବରେ ଲିପିବଦ୍ଧ କରାଯାଇଛି, ଯଦି ଆମ୍ଭେମାନେ ଅନନ୍ତ ଜୀବନ ପ୍ରାପ୍ତ କରିବାକୁ ଚାହୁଁଅଛୁ, ତେବେ ତାହାଙ୍କ ବାକ୍ୟରେ ସ୍ୱେଚ୍ଛାକୃତ ଭାବରେ ଯୋଡ଼ିବା କିମ୍ବା ହ୍ରାସ କରିବା ଉପରେ ଗୁରୁତ୍ୱ ନ ଦେବା ଉଚିତ୍ ।
ଯୀଶୁ ଏବଂ ପ୍ରଥମ ଚର୍ଚ୍ଚର ପ୍ରେରିତମାନେ ଯାହା ମଧ୍ୟ ପାଳନ କରିଥିଲେ ତାହା ଚର୍ଚ୍ଚ ଅଫ୍ ଗଡ୍ ରେ ସଂରକ୍ଷିତ ଅଛି । ପ୍ରେରିତ ପାଉଲ ଏବଂ ଯୋହନ କହିଲେ, "ଆମ୍ଭମାନଙ୍କ ନିକଟରେ ନିଶ୍ଚିତ ଭାବରେ ମାତା ପରମେଶ୍ୱର ଅଛନ୍ତି", ଏବଂ ସେମାନେ ଆମ୍ଭମାନଙ୍କୁ ଏହା ମଧ୍ୟ ପ୍ରକାଶିତ କରନ୍ତି ଯେ ମାତା ପରମେଶ୍ୱର ଯିଏକି ଆତ୍ମିକ ହବା ଅଟନ୍ତି, ମାନବଜାତିକୁ ଅନନ୍ତ ଜୀବନ ପ୍ରଦାନ କରନ୍ତି ।
ଯେଉଁମାନେ ଏହି ପୁସ୍ତକର ଭାବବାଣୀସବୁ ଶ୍ରବଣ କରନ୍ତି, ସେମାନଙ୍କର ପ୍ରତ୍ୟେକ ଜଣକୁ ମୁଁ ସାକ୍ଷ୍ୟ ଦେଇ କହୁଅଛି, କେହି ଯଦି ଏହିସବୁ ସଙ୍ଗରେ କିଛି ଯୋଗ କରେ, ତେବେ ଏହି ପୁସ୍ତକରେ ଲିଖିତ କ୍ଳେଶଗୁଡ଼ିକ ଈଶ୍ଵର ତାହା ପ୍ରତି ଘଟାଇବେ; ପୁଣି କେହି ଯଦି ଏହି... କୌଣସି ବାକ୍ୟ ଲୋପ କରେ,...
...ତେବେ ଈଶ୍ଵର ଏହି ପୁସ୍ତକରେ ଲିଖିତ ଜୀବନ ବୃକ୍ଷ ଓ ପବିତ୍ର ନଗରୀରେ ତାହାର ଅଂଶ ଲୋପ କରିବେ ।
ପ୍ରକାଶିତ ବାକ୍ୟ ୨୨:୧୮-୧୯
ଏଥିଉତ୍ତାରୁ ପରମେଶ୍ଵର କହିଲେ, ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ ।
ଅନନ୍ତର ପରମେଶ୍ଵର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ. ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ ।
ଆଦିପୁସ୍ତକ ୧:୨୬-୨୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି