ପ୍ରଥମ ଚର୍ଚ୍ଚର ସାଧୁ ଯେପରି କି ଯୋହନ, ପିତର ଓ ପାଉଲ ସମ୍ପୂର୍ଣ୍ଣ ରୂପେ
ବିଶ୍ୱାସ କରିଥିଲେ କି ପରମେଶ୍ୱର “ଯୀଶୁ” ନାମରେ ଶରୀର ଧାରଣ କରି ଏହି
ପୃଥିବୀକୁ ଆସିଛନ୍ତି । ପରିଣାମସ୍ୱରୂପ, ସେମାନେ ପରିତ୍ରାଣର ଆଶୀର୍ବାଦକୁ ପ୍ରାପ୍ତ କଲେ ।
ଚର୍ଚ୍ଚ ଅଫ୍ ଗଡ୍ ର ବିଶ୍ୱାସ ଯାହା ପିତା ପରମେଶ୍ୱର ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱର,
ଆତ୍ମା ଓ କନ୍ୟାଙ୍କ ରୂପେ ପବିତ୍ର ଆତ୍ମାଙ୍କ ଯୁଗରେ ଶରୀର ଧାରଣ କରି ଏହି ପୃଥିବୀକୁ ଆସିଛନ୍ତି,
ପ୍ରେରିତ ପିତରଙ୍କ ବିଶ୍ୱାସ ଅଛି ଯାହାକୁ ସ୍ୱର୍ଗ ରାଜ୍ୟର କଞ୍ଚି ପ୍ରାପ୍ତ ହୋଇଥିଲା ।
ସେ ସେମାନଙ୍କୁ ପଚାରିଲେ, “କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ?”
ଶିମୋନ ପିତର ଉତ୍ତର ଦେଲେ,
“ଆପଣ ଖ୍ରୀଷ୍ଟ, ଜୀବନ୍ତ ଈଶ୍ଵରଙ୍କ ପୁତ୍ର ।”
ମାଥିଉ ୧୬:୧୫-୧୬
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି