ପୁରାତନ ନିୟମ ସମୟରେ, ମହାପବିତ୍ର ସ୍ଥାନ ଯେଉଁଠାରେ ନିୟମର ନିନ୍ଦୁକ ରଖାଯାଇଥିଲା ର ଦୈର୍ଘ୍ୟ, ପ୍ରସ୍ଥ ଏବଂ ଉଚ୍ଚତା ସମାନ ଥିଲା । ସ୍ୱର୍ଗର ପବିତ୍ର ନଗର ଯିରୂଶାଲମ ଯାହାଙ୍କ ଦୈର୍ଘ୍ୟ ପ୍ରସ୍ଥ ଏବଂ ଉଚ୍ଚତା ସମାନ ଅଟେ, କନ୍ୟା ଅର୍ଥାତ୍ ମାତା ପରମେଶ୍ୱରଙ୍କୁ ସଂକେତ କରିଥାଏ । ସେ ଜୀବନଦାୟକ ଜଳର ସ୍ରୋତ ଏବଂ ମହାପବିତ୍ର ସ୍ଥାନର ବାସ୍ତବତା ଅଟନ୍ତି ।
ଯେପରି ପରମେଶ୍ବର ଆରମ୍ଭରୁ ତାଙ୍କ ବାକ୍ୟ ଦ୍ୱାରା ଆକାଶ, ପୃଥିବୀ ଏବଂ ସେଥିରେ ଥିବା ସମସ୍ତ ଜିନିଷ ସୃଷ୍ଟି କରିଥିଲେ, ସେହିପରି ଆମ୍ଭେମାନେ ବିଶ୍ୱାସ କରିବା ଉଚିତ୍ ଯେ ପତ୍ରକୁଟୀର ପର୍ବର ଶେଷ ଦିନରେ ଦିଆଯାଇଥିବା ବାକ୍ୟ, “ପବିତ୍ର ଆତ୍ମା ଗ୍ରହଣ କର” ରେ ମଧ୍ୟ ଶକ୍ତି ଅଛି । ଯେତେବେଳେ ଆମ୍ଭେ ଏହି ବିଶ୍ୱାସର ସହିତ ସୁସମାଚାର ପ୍ରଚାର କରିଥାଉ, ତେବେ ଶେଷ ବୃଷ୍ଟିର ପବିତ୍ର ଆତ୍ମାଙ୍କର କାର୍ଯ୍ୟ ହେବ, ଯାହା ପ୍ରଥମ ଚର୍ଚ୍ଚରେ ହୋଇଥିବା ପବିତ୍ର ଆତ୍ମାଙ୍କ କାର୍ଯ୍ୟଠାରୁ ଅଧିକ ଶକ୍ତିଶାଳୀ ଅଟେ ।
ତତ୍ପରେ ଯେଉଁ ସପ୍ତ ଦୂତ... ସେମାନଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ମୁଁ ତୁମ୍ଭକୁ ସେହି କନ୍ୟା, ଅର୍ଥାତ୍, ମେଷଶାବକଙ୍କ ଭାର୍ଯ୍ୟାକୁ ଦେଖାଇବି ।... ଗୋଟିଏ ବୃହତ ଓ ଉଚ୍ଚ ପର୍ବତକୁ ଘେନିଯାଇ ପବିତ୍ର ନଗରୀ ଯିରୂଶାଲମକୁ ଦେଖାଇଲେ... ସେଥିର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା ସମାନ ।
ପ୍ରକାଶିତ ବାକ୍ୟ ୨୧:୯-୧୬
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି