ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ଚାଳିଶ ବର୍ଷ ମରୁଭୂମିରେ ଚାଲିବାକୁ ନେତୃତ୍ୱ କଲେ,
ଯଦିଓ ଏହା ଏକ ଦଶ ଦିନର ଯାତ୍ରା ହୋଇପାରେ । ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ
ଛଅ ଦିନ ପାଇଁ ଯିରୀହୋ ନଗରର ଚାରିଆଡ଼େ ପ୍ରଦକ୍ଷିଣ କରିବାକୁ ଏବଂ ସପ୍ତମ ଦିନ
ଚିତ୍କାର କରିବାକୁ ଆଜ୍ଞା ଦେଲେ । ପରମେଶ୍ୱର ଗିଦିୟୋନଙ୍କୁ କେବଳ ୩୦୦ ପୁରୁଷଙ୍କ ସହିତ
୧,୩୫,୦୦୦ ପୁରୁଷଙ୍କ ସହିତ ଯୁଦ୍ଧ କରିବାକୁ କହିଲେ ।
ଯେତେବେଳେ ସେମାନେ ପରମେଶ୍ବରଙ୍କ ବାକ୍ୟକୁ ମୂଲ୍ୟବାନ ଭାବିଲେ ଏବଂ ଏହାର ପାଳନ କଲେ,
ପରମେଶ୍ୱର ସେମାନଙ୍କୁ ସବୁ ବିଷୟରେ ଆଶୀର୍ବାଦ କଲେ ।
ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ସ୍ୱର୍ଗୀୟ ମାତାଙ୍କ ବାକ୍ୟ ଉପରେ
ଆପଣା ମୂଲ୍ୟ ରଖି, ବିଶ୍ୱାସର ପଥରେ ଚାଲନ୍ତି, ଯେଉଁମାନେ ପଞ୍ଚମୀ ଆୟାମୀ ଦୁନିଆଠାରୁ
ସବୁକିଛି ଅନୁଭବ କରନ୍ତି, ତୃତୀୟ ଆୟାମୀ ଦୁନିଆରୁ ନୁହେଁ ।
ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସିୟୋନ ପର୍ବତ ଉପରେ ମେଷଶାବକ, ଆଉ ଯେଉଁମାନଙ୍କ କପାଳରେ, ତାହାଙ୍କ ନାମ ଓ ତାହାଙ୍କ ପିତାଙ୍କ ନାମ ଲିଖିତ ଥିଲା, ଏପରି ଏକ ଲକ୍ଷ ଚୌରାଳିଶ ସହସ୍ର ଲୋକଙ୍କୁ ତାହାଙ୍କ ସହିତ ଦଣ୍ତାୟମାନ ଥିବାର ଦେଖିଲି... ସେମାନେ ସ୍ତ୍ରୀସଂସର୍ଗରେ ଆପଣା ଆପଣାକୁ କଳୁଷିତ କରି ନ ଥିଲେ, କାରଣ ସେମାନେ ଶୁଚି । ମେଷଶାବକ ଯେକୌଣସି ସ୍ଥାନକୁ ଗମନ କରନ୍ତି, ସେ ସ୍ଥାନକୁ ସେମାନେ ତାହାଙ୍କର ଅନୁଗାମୀ ହୁଅନ୍ତି । ପ୍ରକାଶିତ ବାକ୍ୟ ୧୪:୧-୪
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି