ଯେଉଁଠାରେ ପରମେଶ୍ବରଙ୍କ ବାକ୍ୟ କାର୍ଯ୍ୟକୁ ଅଣାଯାଏ, ପବିତ୍ର ଆତ୍ମାଙ୍କ ଅନୁଗ୍ରହ ବଢ଼ିଯାଏ । କିନ୍ତୁ, ଯେଉଁଠାରେ ପରମେଶ୍ବରଙ୍କ ବାକ୍ୟକୁ କାର୍ଯ୍ୟରେ ଲଗାଯାଏ ନାହିଁ, ଅନୁଗ୍ରହ ଶେଷରେ କ୍ଷୟ ପାଏ ।
ଗାଲିଲୀର ସମୁଦ୍ର ଜଳ ଗ୍ରହଣ କରି ପୁନର୍ବାର ପ୍ରବାହିତ ହେବାକୁ ଦେବା ଦ୍ୱାରା ଜୀବନ ସାଗରରେ ପରିଣତ ହେଲା ।
ମୃତ ସାଗର ମୃତ୍ୟୁ ସାଗରରେ ପରିଣତ ହେଲା କାରଣ ଏହା କେବଳ ଜଳ ଗ୍ରହଣ କରେ ଏବଂ ପରେ ଏହାକୁ ନିଜ ପାଖରେ ରଖେ ।
ପବିତ୍ର ଆତ୍ମାଙ୍କ ଯୁଗରେ, ଚର୍ଚ୍ଚ ଅଫ୍ ଗଡ୍ ରେ ପରମେଶ୍ବରଙ୍କ ଅନୁଗ୍ରହ ପ୍ରବାହିତ ହୁଏ କାରଣ ସେଠିକାର ସଦସ୍ୟ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ ଦ୍ୱାରା ଦତ୍ତ ପବିତ୍ର ଆତ୍ମା ସହିତ ସୁସମାଚାର ପ୍ରଚାର କରନ୍ତି ।
ହେ ମୋହର ଭାଇମାନେ, ଯଦି କେହି ମୋହର ବିଶ୍ଵାସ ଅଛି ବୋଲି କୁହେ, କିନ୍ତୁ ତାହାର କର୍ମ ନ ଥାଏ, ତେବେ ସେଥିରେ କି ଲାଭ? ଏପରି ବିଶ୍ଵାସ କଅଣ ତାହାର ପରିତ୍ରାଣ କରି ପାରେ?... ସେହିପରି ମଧ୍ୟ ବିଶ୍ଵାସ, କର୍ମ ବିନା ନିଜେ ମୃତ ।
ଯାକୁବ ୨:୧୪-୧୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି