ଶଲୋମନ ନିଜ ଇଚ୍ଛାରେ ସବୁକିଛି କଲେ, କିନ୍ତୁ ଶେଷରେ କହିଲେ, “ସବୁକିଛି ଅସାର!” ମହାନ୍ ଆଲେକଜାଣ୍ଡାର ମଧ୍ୟ ସ୍ୱୀକାର କରିଥିଲେ ଯେ ମୃତ୍ୟୁ ବେଳେ ବ୍ୟକ୍ତି ଖାଲି ହାତରେ ଫେରେ। ତେଣୁ, ପୃଥିବୀର କ୍ଷଣିକ ସୁଖରେ ସନ୍ତୁଷ୍ଟ ନ ହୋଇ, ପରମେଶ୍ୱରଙ୍କୁ ଭୟ କରି ଓ ତାହାଙ୍କ ଆଜ୍ଞା ପାଳନ କରି, ଅନନ୍ତ ସ୍ୱର୍ଗର ରାଜ୍ୟ ପାଇଁ ବଞ୍ଚିବା ଉଚିତ୍। ସ୍ୱର୍ଗର ରାଜ୍ୟରେ ଚିରକାଳ ପାଇଁ ମିଳିବାକୁ ଥିବା ସୁଖ ନିମନ୍ତେ ବଞ୍ଚିବା ହିଁ ଜ୍ଞାନର କାର୍ଯ୍ୟ।
ମାନବଜାତିକୁ ଏପରି ବାଛିବା ଉଚିତ୍ ଯେପରି ଆମ୍ଭେ ପୃଥିବୀରେ ବିଶ୍ୱସ୍ତତାରେ ବଞ୍ଚିବା ଓ ସ୍ୱର୍ଗରେ ପରମେଶ୍ୱରଙ୍କ ଆଶୀର୍ବାଦ ପାଇବା। ଚର୍ଚ୍ଚ ଅଫ୍ ଗଡ୍ର ସଦସ୍ୟମାନେ ବିଶ୍ରାମ ର ଦିନ ଓ ସାତଟି ବାର୍ଷିକ ପର୍ବ ପାଳନ କରନ୍ତି ଏବଂ ସ୍ୱର୍ଗର ରାଜ୍ୟ ଓ ଅନନ୍ତ ଜୀବନର ପ୍ରସ୍ତୁତି ସ୍ୱରୂପ ସୁକର୍ମ ଦ୍ୱାରା ପରମେଶ୍ୱରଙ୍କୁ ଗୌରବାନ୍ୱିତ କରନ୍ତି।
ପୁଣି, ଧୂଳି ପୂର୍ବ ପରି ମୃତ୍ତିକାରେ ଲୀନ ହେବ, ଆଉ ଆତ୍ମାଦାତା ପରମେଶ୍ଵରଙ୍କ ନିକଟକୁ ଆତ୍ମା ଫେରି ଯିବ। ଉପଦେଶକ କହଇ, ଅସାରର ଅସାର, ସବୁ ହିଁ ଅସାର। ସାର କଥା ଏହି; ସବୁ ଶୁଣାଯାଇଅଛି; ପରମେଶ୍ଵରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞାସବୁ ପାଳନ କର; କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ। ଉପଦେଶକ ୧୨:୭–୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି