ଯେତେବେଳେ ନୋହ ଜାହାଜ ନିର୍ମାଣ କଲେ, ଯେତେବେଳେ ମୋଶା ସୁଫ ସମୁଦ୍ରକୁ ବିଭାଜିତ କଲେ, ଯେତେବେଳେ ଗିଦିୟୋନ ମିଦିୟନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ଏବଂ ଯୋଷେଫ ମିଶରର ରାଜ୍ୟପାଳ ହେଲେ, ତେବେ ସେମାନେ ସମସ୍ତେ ଯନ୍ତ୍ରଣା ଦେଇ ଗତି କଲେ ।
କିନ୍ତୁ, ଯେଉଁମାନେ ପରମେମେଶ୍ୱଙ୍କ ବାକ୍ୟ ପାଳନ କରନ୍ତି ମହାନ ଆଶୀର୍ବାଦ ଦେବା ପାଇଁ ପରମେଶ୍ବରଙ୍କ ଅଦ୍ଭୁତ ପଦକ୍ଷେପ ଲୁଚି ରହିଥିଲା ।
ଏହି ଯୁଗରେ, ପବିତ୍ର ଆତ୍ମା ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର, ଏହି ପୃଥିବୀକୁ ଆସିଛନ୍ତି, ଏବଂ ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନଙ୍କ ଯେଉଁମାନଙ୍କ ସିୟୋନରେ ନେତୃତ୍ୱ ହୋଇଛି, ସମଗ୍ର ବିଶ୍ୱକୁ ସୁସମାଚାର ପ୍ରଚାର କରିବାକୁ ଯାଉଛନ୍ତି;
ପବିତ୍ର ଆତ୍ମାଙ୍କ ଯୁଗରେ ମାନବଜାତିର ପରିତ୍ରାଣ ପାଇଁ ଏଗୁଡ଼ିକ ପରମେଶ୍ୱରଙ୍କ ଈଶ୍ୱରୀୟ ଗତିବିଧି ଅଟେ ।
ମାତ୍ର ତୁମ୍ଭେମାନେ ମୋତେ ଏଠାକୁ ଆସିବା ପାଇଁ ବିକ୍ରୟ କଲ ବୋଲି ଏବେ ଦୁଃଖିତ ଓ ଆପଣା ଆପଣା ପ୍ରତି ବିରକ୍ତ ହୁଅ ନାହିଁ;...
ଏଣୁକରି ପରମେଶ୍ଵର ପୃଥିବୀରେ ତୁମ୍ଭମାନଙ୍କୁ ଅବଶିଷ୍ଟାଂଶ ରୂପେ ରକ୍ଷା କରିବାକୁ ଓ ମହା ଉଦ୍ଧାର ଉପଲକ୍ଷ୍ୟରେ ତୁମ୍ଭମାନଙ୍କୁ ପ୍ରାଣରେ ବଞ୍ଚାଇବାକୁ ତୁମ୍ଭମାନଙ୍କ ଆଗେ ମୋତେ ପଠାଇ ଅଛନ୍ତି ।
ଏନିମନ୍ତେ ତୁମ୍ଭେମାନେ ଯେ ମୋତେ ଏ ସ୍ଥାନକୁ ପଠାଇ ଅଛ, ତାହା ନୁହେଁ, ପରମେଶ୍ଵର ପଠାଇ ଅଛନ୍ତି;...
ଆଦି ୪୫:୫-୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି